ରାଜଧାନୀରେ ଦୋକାନ ଖୋଲିବା ଉପରେ କଟକଣା କୋହଳ । କେଉଁ ଦୋକାନ ଖୋଲିବ ଓ କେତେ ସମୟ ଖୋଲିବ ସେନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଆସନ୍ତା ମେ ୩ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସର୍ତମୂଳକ ଭାବେ ଦୋକାନ ଖୋଲିବାକୁ ଅନୁମତି ଦେଇଛି ବିଏମ୍ସି । ମହାନଗର ନିଗମ ଏବଂ ମୁନିସିପାଲିଟିରେ ସପିଂ ମଲ୍ କିମ୍ବା ସପିଂ କମ୍ଲେକ୍ସ ଖୋଲିବ ନାହିଁ । ସିଙ୍ଗଲବ୍ରାଣ୍ଡ ମଲ୍ ମଧ୍ୟ ଖୋଲିବ ନାହିଁ । ଜିମ୍, ବିଉଟି ପାର୍ଲର, ସ୍ପା, ସେଲୁନ୍, ମସାଜ ସେଣ୍ଟର, ଗେମ୍ ପାର୍ଲର ବନ୍ଦ ରହିବ । ପାନ ଦୋକାନ, ଚା’, ଫାଷ୍ଟଫୁଡ୍, ଜଳଖିଆ, ଜୁସ୍ ଦୋକାନ ଉପରେ କଟକଣା ବଳବତ୍ତର ରହିବ ।
ବିଏମସି ଗାଇଡଲାଇନ ଅନୁସାରେ ବିଦ୍ୟୁତ ଉପକରଣ ଦୋକାନ, ମୋଟର ଗ୍ୟାରେଜ, ବ୍ୟାଟେରୀ ଦୋକାନ, ମୋଟର ପାର୍ଟ ଦୋକାନ, ପଞ୍ଜୀକୃତ ହୋଇଥିବା ଗୋଟିକିଆ ଦୋକାନ, ଜନବସତି ନିକଟରେ ଥିବା ଦୋକାନ, ଟାୟାର ଦୋକାନ, ଲୁବ୍ରିକାଣ୍ଟ ଦୋକାନ, ବହି ଦୋକାନ ଖୋଲା ରହିବ । ରେଷ୍ଟୁରାଣ୍ଟରୁ ପାର୍ସଲ ମିଳିପାରିବ । ବିଏମସି ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଜାରି ରଖିବ । କିନ୍ତୁ ବାହାରୁ ଶ୍ରମିକ ଅଣାଯାଇପାରିବ ନାହିଁ । ଶିଳ୍ପ ଅନୁଷ୍ଠାନ, ବ୍ୟବସାୟ ସଂସ୍ଥାର ଅଫିସ ଖୋଲା ରହିବ । ୨୫ ପ୍ରତିଶତ କର୍ମଚାରୀ ସହ ଏହି ସବୁ କାର୍ଯ୍ୟାଳୟ କାର୍ଯ୍ୟ କରିବେ । ଗ୍ରାମାଞ୍ଚଳରେ ସପିଂ ମଲ୍ ଛାଡି ଅନ୍ୟ ସମସ୍ତ ଦୋକାନ ଖୋଲା ରହିବ । ସେହିପରି ଜାରି ରହିବ ଇ-କମର୍ସ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ।
ମଦ ଦୋକାନ ଖୋଲିବା ନେଇ ପୂର୍ବ ପରି କଟକଣା ଜାରି ରହିବ । ହଟ୍ସ୍ପଟ୍ ଓ କଣ୍ଟେନମେଣ୍ଟ ଜୋନ୍ରେ ଦୋକାନ ଖୋଲିବ ନାହିଁ । ଲକ୍ଡାଉନ୍ ବେଳେ ଯେଉଁ ଅତ୍ୟାବଶ୍ୟକ ଦୋକାନ ଖୋଲା ରହୁଥିଲା, ସେହି ଦୋକାନ ଖୋଲା ରହିବ । ଦୋକାନ ଖୋଲିବା ପାଇଁ କମିଶନରେଟ ପୋଲିସ ନିକଟରୁ ଅନୁମତି ଆଣିବାକୁ ପଡ଼ିବ । ଦୋକାନ ମଧ୍ୟରେ ୫ଜଣ ଗ୍ରାହକରୁ ଅଧିକ ଲୋକଙ୍କୁ ରହିବାକୁ ଦିଆଯିବ ନାହିଁ । ପ୍ରତ୍ୟେକ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କୌଣସି କର୍ମଚାରୀଙ୍କ ଠାରେ ଫ୍ଲୁ ଭଳି ଲକ୍ଷଣ ଥିଲେ ତାଙ୍କୁ କାର୍ଯ୍ୟ ପାଇଁ ଅନୁମତି ମିଳିବ ନାହିଁ । ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ସକାଳ ୮ଟାରୁ ସଂଧ୍ୟା ୬ଟା ଯାଏ ଖୋଲା ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Witamy w polskim legalnym internetowym kasynie Slottica – miejscu stworzonym dla hazardzistów online w Polsce! Casino Slotica w polskiej wersji językowej otwiera przed Tobą świat pełen emocjonujących gier za darmo i atrakcyjnych nagród bez rejestracji. Strona przyciąga nowych użytkowników między innymi premią powitalną 25 zł bez konieczności wpłaty depozytu. W badaniu przeprowadzonym wśród ponad 8500 graczy wielu z nich wskazało Slottica jako jedną z najciekawszych stron z automatami online dostępnych w Polsce.
Vavada Polska kusi graczy nie tylko bonusami, ale też prostotą rejestracji i ogromnym katalogiem gier. Wygodne płatności w PLN oraz szybkie wypłaty? To właśnie doceniają użytkownicy. Wielu z nich chwali intuicyjną obsługę i dynamiczne aplikacje mobilne. A cashback? W Polsce uznawany jest niemal za obowiązkowy element, bo pozwala zmniejszyć ryzyko strat. Czy dziwi więc, że platforma zdobyła reputację bezpiecznej i praktycznej alternatywy wobec konkurencji?