ରତନ ଟାଟାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୋକ

Odisha Hot News
0 Min Read

ଭୁବନେଶ୍ବର: ପ୍ରଖ୍ୟାତ ଶିଳ୍ପପତି ରତନ ଟାଟାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ରତନ ଟାଟାଙ୍କ ବିୟୋଗରେ ମୁଁ ମର୍ମାହତ। ସେ ଜଣେ ଦୂରଦୃଷ୍ଟି ସଂପର୍ଣ୍ଣ ଶିଳ୍ପପତି ଥିଲେ।

ତାଙ୍କର ଶିଳ୍ପ ଜଗତ ପ୍ରତି ଥିବା ଅବଦାନ ଅତୂଳନୀୟ। ଭାରତକୁ ସମୃଦ୍ଧ କରିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ତାଙ୍କର ପରଲୋକରେ ମୁଁ ତାଙ୍କ ପରିବାର ସଦସ୍ୟଙ୍କୁ ସମବୋଦନା ଜଣାଉଛି।

Share This Article