ଭଦ୍ରକ, ଯାଜପୁର, ବାଲେଶ୍ୱର ଜିଲ୍ଲାରୁ ଉଠିଲା ସଟ ଡାଉନ । ଭଦ୍ରକ ଜିଲ୍ଲାରେ ହଟିଲା ୬୦ଘଣ୍ଟିଆ ସଟ୍ଡାଉନ୍ ଅବଧି । ତେବେ ସଟ୍ଡାଉନ୍ ଉଠିବା ପରେ ପୂର୍ବପରି ଲକ୍ଡାଉନ୍ କଟକଣା ଜାରି ରହିବ । ଏହି କଟକଣା ମଧ୍ୟରେ ଜିଲ୍ଲାର ସମସ୍ତ ଅଞ୍ଚଳରେ ଦୋକାନ ବଜାର ଖୋଲିବା ଉପରେ କିଛି ମାତ୍ରାରେ କଟକଣା କୋହଳ କରାଯିବ । ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଅନୁମତି ମିଳିଥିବା କିଛି ଦୋକାନ ଖୋଲା ରହିବ । ଜିନିଷ କିଣିବା ସମୟରେ ମାସ୍କ ପିନ୍ଧିବା ସହ ସମାାଜିକ ଦୂରତା ଅବଲମ୍ବନ କରିବାକୁ କୁହାଯାଇଛି । ତେବେ କଣ୍ଟେନମେଣ୍ଟ ଜୋନ୍ରେ କଟକଣା ବଳବତ୍ତର ରହିବ ।
ଭଦ୍ରକ, ବାଲେଶ୍ବର ଓ ଯାଜପୁର ଜିଲ୍ଲାରୁ ଉଠିଲା ୬୦ଘଣ୍ଟିଆ ସଟ୍ଡାଉନ୍
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Ronaldnot on ଆଜି ୩ ରାଜ୍ୟସଭା ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର ଦାଖଲ
- BillySoott on ସ୍ୱାମୀ ସାଜିଲା ହତ୍ୟାକାରୀ!
- Marvinbew on ଭୁବନେଶ୍ୱରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପିଟିଲେ, ଆଜି କେନ୍ଦ୍ରାପଡ଼ାରେ ରାଜରାସ୍ତାରେ ହାଣିଲେ !
- StephenCloli on ଭାରତୀୟ କ୍ରିକେଟ୍ ସଦସ୍ୟଙ୍କୁ ବିସିସିଆଇ ତରଫରୁ ପୁରଷ୍କାର !
- JerryJeock on ଆଜି କ୍ୱାଟର ଫାଇନାଲରେ ମୁହାଁମୁହିଁ ହେବେ : ଆର୍ଜେଣ୍ଟିନା-ଇଂଲଣ୍ଡ, ଅଷ୍ଟେଲିଆ-ଫ୍ରାନ୍ସ !
