ଆଜି ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ, କଣ ନିଷ୍ପତି ନେବେ ନବୀନ, ରହିଛି ସମସ୍ତଙ୍କ ନଜର

Odisha Hot News
0 Min Read

ଭୁବନେଶ୍ବର: ଆଜି ବିଜେଡି ଶଙ୍ଖ ଭବନରେ ଏକ ବଡ ବୈଠକ ଡାକିଛି। ଏଥିରେ ଦଳର ସବୁ ବରିଷ୍ଠ ନେତା, ସବୁ କମିଟ ସଦସ୍ୟଙ୍କ ସହିତ ଜିଲ୍ଲା ସଭାପତି ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବୋଲି କୁହାଯାଉଛି।

ହେଲେ ଏହି ବୈଠକରେ କଣ ଆଲୋଚନା ହେବ ସେ ନେଇ କୌଣସି ନିର୍ଦ୍ଦିଷ୍ଠ ସୂଚନା ପ୍ରଦାନ କରାଯାଇ ନାହିଁ। ତେବେ ଏହି ବୈଠକରେ ନିର୍ବାଚନ ବିପର୍ଯ୍ୟୟର କାରଣ ଖୋଜାଯିବ ବୋଲି କୁହାଯାଉଛି।

Share This Article