କେନ୍ଦୁଝର: ଓଲଟିଲା ନଳକୂପ ଖନନ ଟ୍ରକ । ଫଳରେ ୧ ମୃତ ୭ ଗୁରୁତର । ଏଭଳି ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ବାରବାଙ୍କ ଘାଟିରେ । ତେବେ ଗତକାଲି ରାତିରେ ତାମିଲନାଡୁର ଏକ ସଂସ୍ଥାର ୬ ଜଣ ଶ୍ରମିକ ନଳକୁଅ ଖୋଳିବା ପାଇଁ ବୋରିଂ କରିବାକୁ ଏକ ରିଗ୍ ମେସିନ( ବୋରିଂ ଖୋଳା ଯନ୍ତ୍ର ସହିତ ଟ୍ରକ) ନେଇ କାଞ୍ଜିପାଣି ଘାଟି ଦେଇ ଯାଉଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଥିଲା । ଗାଡିରେ ସମୁଦାୟ ୮ଜଣ ଥିଲେ । ଏଥି ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।
ଓଲଟିଲା ନଳକୂପ ଖନନ ଟ୍ରକ , ୧ ମୃତ ୭ ଗୁରୁତର !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
