କେନ୍ଦୁଝର: ଓଲଟିଲା ନଳକୂପ ଖନନ ଟ୍ରକ । ଫଳରେ ୧ ମୃତ ୭ ଗୁରୁତର । ଏଭଳି ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ବାରବାଙ୍କ ଘାଟିରେ । ତେବେ ଗତକାଲି ରାତିରେ ତାମିଲନାଡୁର ଏକ ସଂସ୍ଥାର ୬ ଜଣ ଶ୍ରମିକ ନଳକୁଅ ଖୋଳିବା ପାଇଁ ବୋରିଂ କରିବାକୁ ଏକ ରିଗ୍ ମେସିନ( ବୋରିଂ ଖୋଳା ଯନ୍ତ୍ର ସହିତ ଟ୍ରକ) ନେଇ କାଞ୍ଜିପାଣି ଘାଟି ଦେଇ ଯାଉଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଥିଲା । ଗାଡିରେ ସମୁଦାୟ ୮ଜଣ ଥିଲେ । ଏଥି ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।
ଓଲଟିଲା ନଳକୂପ ଖନନ ଟ୍ରକ , ୧ ମୃତ ୭ ଗୁରୁତର !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- JamesCax on Sports among children
- mostbet_rkMa on ଆଜିର ରାଶିଫଳ
- JustinThype on ଆଜିର ରାଶିଫଳ
- Matthewdip on ଘରେ ପଶିଲେ, ବନ୍ଧୁକ ଦେଖାଇଲେ, ଭୟଭୀତ କରି ଲୁଟିନେଲେ !
- mostbet_okMa on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
