୧୯ ଟି ଜିଲ୍ଲାରେ କାଳ ବୈଶାଖୀ ସତର୍କତା: ଘଡଘଡି, ବିଜୁଳି ସହ ବର୍ଷା ହେବା ସମ୍ଭାବନା

Odisha Hot News
1 Min Read

ଭୁବନେଶ୍ଵର: ରାଜ୍ୟରେ ୧୯ ଟି ଜିଲ୍ଲାରେ କାଳ ବୈଶାଖୀ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଏହି ଜିଲ୍ଲାଗୁଡିକରେ ଘଡଘଡି, ବିଜୁଳି ସହ ବର୍ଷା ହେବ ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ଵର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଏହି ସମୟରେ ୩୦-୪୦ କିମି ବେଗରେ ପବନ  ବୋଲି ଅନୁମାନ କରାଯାଉଛି।

୧୯ ଟି ଜିଲ୍ଲାକୁ ସତର୍କତା:

୧- ମାଲକାନଗିରି

୨- କୋରାପୁଟ

୩- ରାୟଗଡା

୪- ଗଜପତି

୫- କନ୍ଧମାଳ

୬- ଗଞ୍ଜାମ

୭- ବୌଦ୍ଧ

୮- ନୟାଗଡ

୯- ଖୋର୍ଦ୍ଧା

୧୦- ପୁରୀ

୧୧- ଜଗତସିଂହପୁର

୧୨- କଟକ

୧୩- ଢେଙ୍କାନାଳ

୧୪- ଅନୁଗୁଳ

୧୫- ଯାଜପୁର

୧୬- କେନ୍ଦ୍ରାପଡା

୧୭- ଭଦ୍ରକ

୧୮- ବାଲେଶ୍ଵର

୧୯- ମୟୂରଭଞ୍ଜ

Share This Article