Dharmendra Oath Taking: ପୁଣି ଥରେ ମନ୍ତ୍ରୀ ଭାବେ ଶପଥ ନେଲେ ଓଡିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ

Odisha Hot News
1 Min Read

Dharmendra Oath Taking: ପୁଣିଥରେ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଲେ ଓଡିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥପାଠ କରାଇଛନ୍ତି। ସେ କ୍ୟାବିନେଟ ମନ୍ତ୍ରୀ ଭାବେ ମୋଦି ସରକାରଙ୍କ ତୃତୀୟ ପାଳିରେ ସେ ପୁଣି ନିଯୁକ୍ତି ପାଇଛନ୍ତି। ସେ ଆଜି ଶପଥ ପାଠ ବେଳେ ପ୍ରମୁଖ ସାଂସଦମାନଙ୍କ ମଧ୍ୟରେ ସେ ଆଗ ଧାଡିରେ ବସିଥିବାର ଦେଖାଯାଇଥିଲା।

ଧର୍ମେନ୍ଦ୍ର ମୋଦି ସରକାରରେ ପ୍ରମୁଖ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଳାଇଛନ୍ତ। ଗତ ସରକାରରେ ସେ ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ତାଙ୍କୁ ପ୍ରଧାନମନ୍ତ୍ରୀ ଭଲ ବିଭାଗର ମନ୍ତ୍ରୀ କରିବେ ବୋଲି ଆଶା କରାଯାଉଛି।

Share This Article