ଭୁବନେଶ୍ୱର : ପ୍ରତ୍ୟକ ବର୍ଷ ବାଲିଯାତ୍ରା ୮ଦିନ ଧରି ହେଉଥିବା ବେଳେ ଚଳିତ ବର୍ଷ ୧୦ଦିନ ଧରି ହୋଇଥିଲା । ଗଡ଼ଗଡ଼ିଆ ଘାଟରେ ଚାଲିଥିବା ଐତିହାସିକ ବାଲିଯାତ୍ରା ଗତକାଲି ଶେଷ ହୋଇଯାଇଛି । ଏହି ଶେଷ ଦିନରେ ଖଚାଖଚ ଭିଡ଼ ଲାଗିରହିଥିଲା । ଏବଂ ଭିଡ଼ ଯୋଗୁ ଟ୍ରାଫିକ ନିୟନ୍ତ୍ରଣ କରିବା କଷ୍ଟକର ହୋଇଥିଲା । ଖାସ କରି ଓରମାସ୍ ଷ୍ଟଲରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଳା । ସେଠାରେ ପ୍ରତ୍ୟକ ବେପାରୀଙ୍କ ଭଲ ରୋଜଗାର ହୋଇଥିଲା । ଲୋକମାନେ ସେଠାରେ ଦୋଳିଠୁ ଆରମ୍ଭ କରି ଚଟପଟି ଖାଦ୍ୟର ମନ ଭରି ଉପଭୋଗ କରିଛନ୍ତି । ଏଠାରେ କେବଳ ରାଜ୍ୟ ନୁହେଁ ବରଂ ରାଜ୍ୟ ବାହରୁ ମଧ୍ୟ ପର୍ଯ୍ୟଟକକମାନେ ଆସିଛନ୍ତି । ସେଥିଲାଗି ସେଠାରେ ପୁଲିସ୍ ପ୍ରଶାଶନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।
ଐତିହାସିକ କଟକ ବାଲିଯାତ୍ରା ଶେଷ !
- Advertisement -
Stay Connected
Comment
- EugenesEn on ସକାଳେ ବିଛଣାଛାଡ଼ି ଏସବୁ କାହିଁକି ମନା.
- Dennisser on ପାକିସ୍ତାନରୁ ଫେରିବା ପରେ ସୁଷମାଙ୍କୁ ଭେଟିଲେ ଅନସାରୀ ।
- MarkZet on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- EugenesEn on ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ
- Mariofum on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !

Naszym absolutnym priorytetem jest stabilne funkcjonowanie serwisu oraz błyskawiczne, a zarazem bezpieczne realizowanie transakcji finansowych. Aby to zagwarantować, nawiązaliśmy współpracę z wiodącymi polskimi instytucjami, m.in. z PKO Bankiem Polskim, Millennium, mBankiem, Bankiem Pekao oraz Alior Bankiem. Gdyby pojawiły się jakiekolwiek wątpliwości lub trudności, nasz wykwalifikowany dział wsparcia czuwa w trybie 24/7, gwarantując szybką i rzetelną pomoc w każdej sytuacji. Aktualny kod promocyjny za rejestracje 2026 w internetowym polskie kasynie: GRACZWILD (Skopiuj ten kod) – 40 free spins za rejestrację w Wild Fruits od Endorphina.