ବଲାଙ୍ଗିର: ହାଇକୋର୍ଟ ବେଞ୍ଚ ଦାବିରେ ୨୪ ଘଣ୍ଟିଆ ବଲାଙ୍ଗୀର ବନ୍ଦ । ତେବେ ଆଜି ସକାଳ ୬ଟାରୁ ବନ୍ଦ ପାଳନ କରୁଛି ଓକିଲ ଓ ସାମାଜିକ ସଂଗଠନ । ଏହି ବନ୍ଦ ପାଳନ ଯୋଗୁଁ ସହରର ସମସ୍ତ ଦୋକାନ ବଜାର ଓ ଗାଡି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବା ସହିତ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ସରକାରୀ ଓ ଘରୋଇ ବ୍ୟାଙ୍କ ମଧ୍ୟ ବନ୍ଦ ରହିଛି । ତାହାସହିତ ସହରରେ ସଂଗଠନକ ସଦସ୍ୟମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ବେଳେ ରେଳ ଲାଇନରେ ମଧ୍ୟ ଆନ୍ଦୋଳନ ହେଉଥିବା ଦେଖିବାକୁ ମିଳିଛି । ଏହି କାରଣରୁ ସମ୍ବଲପୁର-ରାୟଗଡା ଇଣ୍ଟରସିଟି ଏକ୍ସପ୍ରେସ ଉଭୟ ପଟୁ ବାତିଲ ହୋଇଥିବା ବେଳେ ବିଶାଖପାଟଣା-ରାୟପୁର ପାସେଞ୍ଜର ଟ୍ରେନକୁ ବିଶାଖପାଟଣାରୁ ବାତିଲ କରାଯାଇଥିବା ସୂଚନା ମିଳିଛି । ବନ୍ଦ ପାଳନ ହେଉଥିବା କାରଣରୁ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ଜଣାପଡିଛି ।
ଆଜି ୨୪ ଘଣ୍ଟିଆ ବଲାଙ୍ଗୀର ବନ୍ଦ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
