ଝାରସୁଗୁଡ଼ା: ସତରେ ମୃତ୍ୟୁ ବି ଏମିତି ଆସିପାରେ । କେତେବେଳେ କଣ ହୁଏ କାହା ସାଥିରେ କିଛି କୁ ହୁଏନା । କଥାରେ ଅଛି ମଣିଷ ଜୀବନ ଏକ ପାଣି ଫୁଟୁକା ଭଳି । ସେମିତି ଅଚାନକ ଜଣେ ଜଣଙ୍କ ବ୍ୟକ୍ତିଙ୍କ ଘଟଣା ଘଟିଛି । ଜଣେ ବିଦ୍ୟୁତ କର୍ମଚାରୀ ଟ୍ରାନ୍ସଫର୍ମ ସହ ଜଳି ଯାଇଛନ୍ତି । ଏଭଳି ଦୁଖଦଃ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲିରେ । ମୃତକ ଜଣଙ୍କ ହେଲେ କାହ୍ନୁ ଚରଣ ସାହୁ। ତାଙ୍କ ଘର ଛତିଶଗଡ଼ ସରିଆ ଅଞ୍ଚଳରେ। ସୁଚନା ଅନୁଯାୟୀ , କାହ୍ନୁ ଟ୍ରାନ୍ସଫର୍ମର ଫ୍ୟୁଜ୍ ବାନ୍ଧିବା ବେଳେ ହଠାତ୍ ବିଦ୍ୟୁତ୍ ଚାର୍ଜ ହୋଇଯାଇଥିଲା। ଫଳରେ ସେ ଟ୍ରାନ୍ସଫର୍ମର ସହ ଜଳି ଯାଇଥିଲେ।
ଟ୍ରାନ୍ସଫର୍ମର ଫ୍ୟୁଜ ବାନ୍ଧୁଥିଲେ, ବିଦ୍ୟୂତ କର୍ମଚାରୀ ଜଳିଗଲେ !
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
