କଟକ: ବେଙ୍ଗଲ ଟେନିସ୍ ଆସୋସିଏସନ୍ ଆନୁକୂଲ୍ୟରେ କୋଲକାତାର ସଟ୍ ଲେଗ୍ରେ ଅନୁଷ୍ଠିତ ଏଆଇଟିଏ ୧୪ ବର୍ଷରୁ କମ୍ ନ୍ୟାସ୍ନାଲ ସିରିଜ ଟେନିସ୍ ଟୁର୍ଣ୍ଣାମେଣ୍ଟ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ସାଇ ସ୍ବସ୍ତିକ୍ ମହାନ୍ତି ଏକକ ବର୍ଗରେ ଚମ୍ପିଆନ୍ ହୋଇଛନ୍ତିା ପ୍ରତିଯୋଗିତାରେ ତାଙ୍କର ପ୍ରତିଦ୍ବନ୍ଦ୍ବି ପଶ୍ଚିମବଙ୍ଗର ସଙ୍କଳ୍ପ କୁମାର ସାହାଣୀଙ୍କୁ ୪-୬, ୬-୩, ୭-୬ (୮-୬) ସେଟ୍ରେ ହରାଇ ଚମ୍ପିଆନ୍ ହୋଇଛନ୍ତି। ଆଜିର ଚାମ୍ପିଅନ୍ରେ ଶ୍ରେୟ ସତ୍ୟଜିତ୍ ମହାନ୍ତି ଆରପିଏସ୍, ସେକ୍ରେଟାରୀ ଓଡ଼ିଶା ଟେନିସ୍ ଆସୋସିଏସନ୍ ଦେବ ଏବଂ ତାଙ୍କର ଆର୍ଶୀବାଦରୁ ଏପରି ଶୀର୍ଷ ସ୍ଥାନର ପହଞ୍ଚିପାରିଛନ୍ତି।
ସାଇ ସ୍ବସ୍ତିକଙ୍କୁ ପ୍ରଥମ ଏକକ ବର୍ଷର ଟେନିସ୍ ନ୍ୟାସ୍ନାଲ ସିରିଜ ଟାଇଟଲ୍
- Advertisement -

Comment