ଭୁବନେଶ୍ୱର: କରୋନାର ଭୟାବହତାକୁ ଦେଖି ଏମ୍ଏଲ୍ଏ ଲ୍ୟାଡ ଫଣ୍ଡରେ କରୋନା ପ୍ରତିକାର ପ୍ରକଳ୍ପକୁ ସାମିଲ କରାଯାଇଛି। କୋଭିଡ-୧୯ର ପ୍ରତିକାର ପାଇଁ ଆବଶ୍ୟକ କର୍ମଚାରୀ, ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଆବଶ୍ୟକ ଉପକରଣ, ପାଇଖାନା, ରୋଗୀଙ୍କୁ ନେବା ଲାଗି ଆମ୍ବୁଲାନ୍ସ, ଅଧିଗ୍ରହଣ, ଖାଦ୍ୟ, ପାନୀୟ ଜଳ, ସଫେଇ, ଜଗୁଆଳି ନିଯୁକ୍ତି, ଆଇସୋଲେଶନ ସେଣ୍ଟର ଆଦି ପ୍ରକଳ୍ପକୁ ସାମିଲ କରାଯାଇଛି। ଜିଲାପାଳ ସ୍ଥାନୀୟ ବିଧାୟକଙ୍କ ସହିତ ଆଲୋଚନା କରି ଏଥିପାଇଁ ଆବଶ୍ୟକ ଅର୍ଥ ବରାଦ କରିପାରିବେ। ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଏ ନେଇ ସୋମବାର ଜିଲାପାଳମାନଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି।
ଏମ୍ଏଲ୍ଏ ଲ୍ୟାଡ୍ ଫଣ୍ଡରେ ସାମିଲ ହେଲା କରୋନା ପ୍ରତିକାର ପ୍ରକଳ୍ପ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- aviator_wgpi on ୧୫୯ ଗ୍ରାମର ବ୍ରାଉନସୁଗାର ଜବତ,ଜଣେ ଗିରଫ !
- Vivod iz zapoya na domy_uosl on ରାଜଧାନୀ ପ୍ରଶାନ୍ତି ବିହାର ଅଂଚଳରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର !
- mostbet_kskr on ଗତ ୨୪ ଘଣ୍ଟା ଭିତରେ କରୋନା ନିର୍ଦେଶାବଳୀ ଉଲ୍ଲଂଘନ ପାଇଁ ଓଡ଼ିଶାରେ୨୪୫ ବିରୋଧରେ ମାମଲା
- Benniesmimb on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
- Vivod iz zapoya na domy_yvsl on ସୋସିଆଲ ମିଡ଼ିଆରେ ବିଜ୍ଞାପନ ଖର୍ଚ୍ଚ: ଭାଜପା ଆଗରେ
