ଭୁବନେଶ୍ୱର : ରାଉକେଲା ବିଦାୟକ ଦିଲିପ ରାୟ ବିଜେପି ଛାଡ଼ିବାର କିଛି ସମୟ ନପୁରୁଣୁରୁ ଆଉ ଜଣେ ହେବିୱେଟ ନେତା ବିଜେପି ଛାଡ଼ିଛନ୍ତି । ସେ ହେଉଛନ୍ତି ବିଜୟ ମହାପାତୟ୍ର । ଇସ୍ତଫା ଦେବା ପରେ ବିଜୟ କହିଛନ୍ତି, ରାଜ୍ୟ ସ୍ୱାର୍ଥ ପାଇଁ ବିଜେପିର କୌଣସି ଆନ୍ତରିକତା ନାହିଁ । ସେ ଏକ ସାମ୍ବାଦିକ ସମ୍ମିଳନି ଡାକି ବିଜେପିରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି । ଏହି ଇସ୍ତଫା ପତ୍ର ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା ନିକଟକୁ ପଠାଇଛନ୍ତି । ଏବଂ ଏହାପରେ ମଧ୍ୟ କହିଛନ୍ତି ,“ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଦିଲୀପ ରାୟ ବିଦେଶରୁ ଫେରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । କାରଣ ୨୦୧୯ ନିର୍ବାଚନ ଆଉ ଅଧିକ ଦିନ ନୁହେଁ । ଏଭଳି ସମୟରେ ଦୁଇ ହେଭିୱେଟ୍ ନେତାଙ୍କୁ ହରାଇ ରାଜ୍ୟ ବିଜେପିରେ ଏହାର ପ୍ରତିକୂଳ ପ୍ରଭାବ ପକାଇପାରେ । ତେବେ ଦୁଇ ହେଭିୱେଟ୍ ନେତାଙ୍କୁ ହରାଇ ବିଜେପିର ଆଗାମୀ ପଦକ୍ଷେପ କ’ଣ ରହିବ ସେନେଇ ସମସ୍ତଙ୍କ ନଜର ରହିଛି ।
ଦିଲିପଙ୍କ ପରେ ବିଜୟ ମହାପାତ୍ର କଲେ ବିଜେପିକୁ ବାଏ ବାଏ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
