ଭୁବନେଶ୍ୱର : ସର୍ବସାଧାରଣଙ୍କ ନିମନ୍ତେ ୫ ତାରିଖ ରବିବାରଠାରୁ ଖୋଲାଯିବ ରାଜଭବନ ଉଦ୍ୟାନ। ଲୋକଙ୍କୁ ସହଜ ଓ ସୁବିଧାରେ ପ୍ରବେଶପତ୍ର ମିଳିବା ଉଦ୍ଦେଶ୍ୟରେ ରାଜଭବନ ପକ୍ଷରୁ ମୋବାଇଲ୍ ଆପ୍ ଓ ଓ୍ବେବ୍ସାଇଟ୍ରେ ବ୍ୟବସ୍ଥା କରାଯାଇଛି। ସର୍ବସାଧାରଣ ରାଜଭବନର ସରକାରୀ ଓ୍ବେବ୍ସାଇଟ୍ rajbhavanodisha.gov.in କୁ ଯାଇ ଏହାର ହୋମ୍ ପେଜ୍ ଉପରେ ଥିବା ‘Raj Bhavan Services’ ପାର୍ଶ୍ୱରେ ଉଲ୍ଲିଖିତ ଡାଉନ୍ଲୋଡ୍ ଆପ୍ରେ କ୍ଲିକ୍ କରି ନିଜର ପ୍ରବେଶପତ୍ର ପ୍ରସ୍ତୁତ କରିପାରିବେ। ସେହିଭଳି ସ୍ମାର୍ଟ ଫୋନ୍ରେ ଗୁଗଲ ପ୍ଲେ ଷ୍ଟୋରରୁ ‘Rajbhavan Odisha’ରେ ପ୍ରବେଶ ପତ୍ର କରିପାରିବେ। ପ୍ରବେଶପତ୍ର ପାଇବାରେ ସମସ୍ୟା ଓ ଭିଡ଼ରୁ ମୁକ୍ତି ପାଇବା ପାଇଁ ଏହି ଦୁଇଟି ବ୍ୟବସ୍ଥାର ସୁବିଧା ନେବା ନିମନ୍ତେ ରାଜଭବନ ପକ୍ଷରୁ ସର୍ବସାଧାରଣଙ୍କୁ ଅନୁରୋଧ କରାଯାଇଛି।
ଆଜିଠୁ ଖୋଲିବ ରାଜଭବନ ଉଦ୍ୟାନ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- HerbertSpamb on ରାଜ୍ୟ ଅଙ୍ଗନୱାଡ଼ି କର୍ମୀଙ୍କ ଆଭିମୁଖ୍ୟ ଥିଲା ଗରମ ଏବେ ନରମ !
- aviator_ihOr on କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା : ଦିଲ୍ଲୀ ଗଲା ପିଇସିରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
- Israelsof on ପାଗଳ କରିଛି ଧନୀ ହେବା ନିଶା; ବିଶାକ୍ତ ସାପ ପଛରେ ଧାଇଁଛନ୍ତି ଶହ ଶହ ଯୁବକ !
- mostbet_icmi on ଆଜି କ୍ୱାଟର ଫାଇନାଲରେ ମୁହାଁମୁହିଁ ହେବେ : ଆର୍ଜେଣ୍ଟିନା-ଇଂଲଣ୍ଡ, ଅଷ୍ଟେଲିଆ-ଫ୍ରାନ୍ସ !
- SaulFlusa on ରାଜ୍ୟ ଅଙ୍ଗନୱାଡ଼ି କର୍ମୀଙ୍କ ଆଭିମୁଖ୍ୟ ଥିଲା ଗରମ ଏବେ ନରମ !
