ଭୁବନେଶ୍ୱର : ସର୍ବସାଧାରଣଙ୍କ ନିମନ୍ତେ ୫ ତାରିଖ ରବିବାରଠାରୁ ଖୋଲାଯିବ ରାଜଭବନ ଉଦ୍ୟାନ। ଲୋକଙ୍କୁ ସହଜ ଓ ସୁବିଧାରେ ପ୍ରବେଶପତ୍ର ମିଳିବା ଉଦ୍ଦେଶ୍ୟରେ ରାଜଭବନ ପକ୍ଷରୁ ମୋବାଇଲ୍ ଆପ୍ ଓ ଓ୍ବେବ୍ସାଇଟ୍ରେ ବ୍ୟବସ୍ଥା କରାଯାଇଛି। ସର୍ବସାଧାରଣ ରାଜଭବନର ସରକାରୀ ଓ୍ବେବ୍ସାଇଟ୍ rajbhavanodisha.gov.in କୁ ଯାଇ ଏହାର ହୋମ୍ ପେଜ୍ ଉପରେ ଥିବା ‘Raj Bhavan Services’ ପାର୍ଶ୍ୱରେ ଉଲ୍ଲିଖିତ ଡାଉନ୍ଲୋଡ୍ ଆପ୍ରେ କ୍ଲିକ୍ କରି ନିଜର ପ୍ରବେଶପତ୍ର ପ୍ରସ୍ତୁତ କରିପାରିବେ। ସେହିଭଳି ସ୍ମାର୍ଟ ଫୋନ୍ରେ ଗୁଗଲ ପ୍ଲେ ଷ୍ଟୋରରୁ ‘Rajbhavan Odisha’ରେ ପ୍ରବେଶ ପତ୍ର କରିପାରିବେ। ପ୍ରବେଶପତ୍ର ପାଇବାରେ ସମସ୍ୟା ଓ ଭିଡ଼ରୁ ମୁକ୍ତି ପାଇବା ପାଇଁ ଏହି ଦୁଇଟି ବ୍ୟବସ୍ଥାର ସୁବିଧା ନେବା ନିମନ୍ତେ ରାଜଭବନ ପକ୍ଷରୁ ସର୍ବସାଧାରଣଙ୍କୁ ଅନୁରୋଧ କରାଯାଇଛି।
ଆଜିଠୁ ଖୋଲିବ ରାଜଭବନ ଉଦ୍ୟାନ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- HoraceRob on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
- LesterdoubS on ଭାରତ-ବେଲଜିୟମ ମ୍ୟାଚ୍ ଡ୍ର !
- Stevenheazy on ବଡଦିଅଁ ଅପେକ୍ଷାରେ ବଡଦାଣ୍ଡ
- Kapelnica ot pohmelya_ruer on କୃଷ୍ଣ ବୁଣିଲେ କଳିମଞ୍ଜି !
- AnthonyLelty on କୋଭିଡ୍-୧୯: ଦିଲ୍ଲୀରୁ ଶ୍ରମଜୀବୀମାନଙ୍କ ଅପସାରଣ ତ୍ୱରାନ୍ୱିତ କଲେ ଉତ୍ତରପ୍ରଦେଶ ସରକାର
