ଭୁବନେଶ୍ୱର : ଟ୍ୱିନସିଟି ପୁଲିସ୍ କମିଶନର ତଥା ବରିଷ୍ଠ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀ ଯେକୌଣସି ମୁହୂର୍ତ୍ତରେ ନିଜ ପଦରୁ ବିଦା ହୋଇପାରନ୍ତି। ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ଆଜି ଯେଉଁଭଳି ଢଙ୍ଗରେ ଗଣମାଧ୍ୟମ ଆଗରେ ପୁଲିସ କମିଶନରଙ୍କୁ ସମାଲୋଚନା କରିଛନ୍ତି ତାହା ବିଜେଡି ରଣନୀତିକାରମାନଙ୍କ ଅସଲ ଚେହେରା ଓ ଅଫିସରମାନଙ୍କୁ ହତୋତ୍ସାହିତ କରିବାର ଷଡ଼ଯନ୍ତ୍ରକୁ ପଦାରେ ପକାଇ ଦେଇଛି। ରାଜ୍ୟର ପାୱାର ସେଣ୍ଟର ପାଲଟିଥିବା ତୃତୀୟ ମହଲାର ବିନା ଇସାରାରେ ବିଜେଡିରେ ପତ୍ର ହଲୁନଥିବାବେଳେ ଦଳୀୟ ମୁଖପାତ୍ର ଶ୍ରୀ ମହାନ୍ତି ବ୍ୟକ୍ତିଗତ ଭାବେ ଗଣମାଧ୍ୟମକୁ ଡାକି ଜଣେ ବରିଷ୍ଠ ଆଇପିଏସଙ୍କ ବିରୁଦ୍ଧରେ ବୟାନ ଦେବେ ତାହାକୁ ଆଇପିଏସ୍ ମହଲରେ ସହଜରେ ଗ୍ରହଣ କରାଯାଇ ପାରୁନଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା ମହିଳା ବିରୁଦ୍ଧ ହିଂସା ଓ ଦୁଷ୍କର୍ମ ଘଟଣାକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଅନୁଷ୍ଠାନର ୨୭୦ଜଣ ଯୁବତୀଙ୍କୁ ଗତକାଲି କମିଶନରେଟ ପୁଲିସରେ ସ୍ୱତନ୍ତ୍ର ପୁଲିସ ଅଫିସର(ଏସପିଓ) ଭାବେ ନିଯୁକ୍ତି ମିଳିଛି। ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ମଧ୍ୟ ଏହି ଏସପିଓମାନଙ୍କୁ ନିଯୁକ୍ତି ଦିଆଯିବାପରେ ସେମାନଙ୍କର ମନୋବଳ ବୃଦ୍ଧି କରିବା ଓ ମହିଳାମାନେ ସ୍ୱାବଲମ୍ବୀ ହେବା ପ୍ରସଙ୍ଗରେ କଥା ଛଳରେ କହିଥିଲେ ଯେ “ଜଣେ ମହିଳା କ’ଣ କାମ କରୁଛି ତା’ର ଗୁରୁତ୍ୱ ପୁରୁଷ ବୁଝିବା ଉଚିତ୍। ଲୋକେ କହିବେ ରୋଷେଇ କରିବା ହେଉଛି ମହିଳାଙ୍କ କାମ । କିନ୍ତୁ ସେହି ରୋଷେଇ କେତେ କଷ୍ଟ ତାହା ଜଣେ ପୁରୁଷ ବୁଝିବା ଜରୁରୀ । ପରିହାସ ଛଳରେ ସେ ଯୁବତୀମାନଙ୍କୁ କହିଥିଲେ ଯେ, ବିବାହ କରିବା ପୂର୍ବରୁ ପୁଅଟିଏ ରୋଷଇ ଜାଣିଛି କି ନାହିଁ ତାହା ଝିଅମାନେ ପଚାରିବା ଉଚିତ୍ । ” ତେବେ ଏସବୁ କଥା ସମାଜରେ ମହିଳାଙ୍କ ଗୁରୁତ୍ୱ ଓ ସେମାନଙ୍କର ମନୋବଳ ବୃଦ୍ଧି ନିମନ୍ତେ ଉଦ୍ଦିଷ୍ଟ ଥିବାବେଳେ ଶାସକ ବିଜେଡି ‘ଜିରାରୁ ଶିରା କାଢ଼ିବା’ ଭଳି ନୀତି କାହିଁକି ଆପଣାଇଛି ତାକୁ ନେଇ ପ୍ରଶ୍ନ ଉଠିଛି।ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ, ସମାଜକୁ ଆଗେଇ ନେବା ପାଇଁ ମହିଳା ଓ ପୁରୁଷଙ୍କ ମଧ୍ୟରେ ସମାନତା ରହିବା ଉଚିତ୍। କେବଳ ମହିଳା ଏସପିଓଙ୍କୁ ନିଯୁକ୍ତି ଦେଲେ ସମାଜରେ ସନ୍ତୁଳନ କାଏମ ହୋଇପାରିବ ନାହିଁ। ଯଦି ମିଳିତ ଭାବେ ପୁରୁଷ ଓ ମହିଳା ଏକାଠି କାର୍ଯ୍ୟ କରିବେ ତା’ହେଲେ ସମାଜରେ ଅନେକ କାମ ସଫଳ ହୋଇପାରିବ। ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟ କରୁଛନ୍ତି। ୨୭୦ଜଣ ମହିଳା ଏସପିଓ ନିଯୁକ୍ତିକୁ ସେ ବିରୋଧ କରୁନାହାନ୍ତି କିନ୍ତୁ ଅତିକମରେ ୧୦୦ଜଣ ପୁରୁଷଙ୍କୁ ମଧ୍ୟ ଏଭଳି ନିଯୁକ୍ତି ଦିଆଯିବାର ଆବଶ୍ୟକତା ଥିଲା । ସେ ରୋଷେଇ ଜାଣନ୍ତି ନାହିଁ କିନ୍ତୁ ଏହା ଅର୍ଥ ନୁହେଁ ଯେ ସେ ମହିଳାଙ୍କୁ ସମ୍ମାନ ଦିଅନ୍ତି ନାହିଁ। କମିଶନର ଏଭଳି ଶସ୍ତା ବୟାନରୁ କ୍ଷାନ୍ତ ରହିବା ଉଚିତ୍ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଅବଶ୍ୟ ସେ ଏହି ବୟାନକୁ ନିଜସ୍ୱ ମତ ବୋଲି କହିଛନ୍ତି। .ତେବେ ପ୍ରଶ୍ନ ଉଠୁଛି, ବିଜେଡିରେ ନିଜସ୍ୱ ମତ ରଖିବାକୁ ଦଳର ହେଭିୱେଟ୍ ନେତାମାନେ ସାହାସ ଜୁଟାଇ ପାରୁନଥିବାବେଳେ ଶ୍ରୀ ମହାନ୍ତିଙ୍କ ଭଳି ମୁଖପାତ୍ର ନିଜସ୍ୱ କ୍ୟାପାସିଟିରେ ବୟାନ ଦେବାକୁ ସହଜରେ କେହି ଗ୍ରହଣ କରିବେ ନାହିଁ। ତା’ଛଡ଼ା ରାଜ୍ୟରେ ବଢ଼ୁଥିବା ମହିଳା ହିଂସା ଓ ଦୁଷ୍କର୍ମ ଘଟଣା ମଧ୍ୟରେ ମହିଳାଙ୍କ ମନୋବଳ ବୃଦ୍ଧି ଉଦ୍ଦେଶ୍ୟରେ ପୁଲିସ କମିଶନର ଯେଉଁ ବୟାନ ଦେଇଛନ୍ତି ତା’ର ସାରମର୍ମକୁ ବୁଝିବାରେ ନିଜକୁ ଓକିଲ କହୁଥିବା ଶ୍ରୀ ମହାନ୍ତି କିଭଳି ସକ୍ଷମ ହେଲେନି ତାହା ବି ସବୁଠୁ ବଡ଼ ପ୍ରଶ୍ନ?ରାଜ୍ୟରେ ମହିଳା ନିର୍ଯାତନା ଓ ଦୁଷ୍କର୍ମ ମାମଲା ଚିନ୍ତାଜନକ ଭାବେ ବୃଦ୍ଧି ପାଉଛି ବୋଲି ସରକାରଙ୍କ ବିଭିନ୍ନ ତଥ୍ୟ କହୁଥିବାବେଳେ ମହିଳା ଏସପିଓ ନିଯୁକ୍ତି ମାଧ୍ୟମରେ ଯଦି ମହିଳାଙ୍କ ମନୋବଳ ବୃଦ୍ଧି କରାଯାଉଛି ସେଥିରେ ତ୍ରୁଟି ରହିଲା କେଉଁଠି? ‘କମ୍ୟୁନିଟି ପୁଲିସ’ ବ୍ୟବସ୍ଥାରେ ୨୦୧୬ ମସିହାରୁ କ୍ୟାପିଟାଲ ଥାନା ଅଧୀନରେ ୨୭ଜଣ ପୁରୁଷ ଓ ଶହୀଦନଗର ଥାନାରେ ୧୧ଜଣ ପୁରୁଷ କାର୍ଯ୍ୟ କରୁଥିବାବେଳେ ଏବେ ଦ୍ୱିତୀୟ ପର୍ଯ୍ୟାୟରେ କେବଳ ମହିଳାଙ୍କୁ ନିଯୁକ୍ତି ଦିଆଯାଇଛି। ପରବର୍ତ୍ତୀ ସମୟରେ ପୁରୁଷ ଏସପିଓମାନଙ୍କୁ ନିଯୁକ୍ତି ଦିଆନଯିବ ବୋଲି ବିଜେଡି ମୁଖପାତ୍ର ଜାଣିଲେ କେମିତି?ତେବେ ପାୱାର କରିଡରରେ ହେଉଥିବା ଚର୍ଚ୍ଚା ଅନୁସାରେ, ପୂର୍ବତନ ପୁଲିସ ଡିଜି ବିକେ ଶର୍ମାଙ୍କ ଅତ୍ୟନ୍ତ ଖାସ୍ ଭାବେ ପରିଚିତ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ପୁଲିସ କମିଶନର ପଦରୁ ବିଦା କରିବା ପାଇଁ ଏଭଳି ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରାଯାଇଛି। ଶ୍ରୀ ଶର୍ମା ଡିଜି ଥିବାବେଳେ ଶ୍ରୀ ଷଡ଼ଙ୍ଗୀଙ୍କୁ ଟ୍ୱିନସିଟି ପୁଲିସ କମିଶନର ଭାବେ ଅବସ୍ଥାପିତ କରାଇଥିଲେ। ଏବେ ଶ୍ରୀ ଶର୍ମାଙ୍କ କ୍ୟାମ୍ପରେ ଥିବା ପୁଲିସ କମିଶନର ଶ୍ରୀ ଷଡ଼ଙ୍ଗୀଙ୍କୁ ହଟାଇବା ପାଇଁ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତିଙ୍କ ମାଧ୍ୟମରେ ‘ଜିରାରୁ ଶିରା କାଢ଼ିବା’ ଭଳି ପ୍ରୟାସ ହୋଇଛି। ରାଜ୍ୟରେ ମହିଳା ହିଂସା ଓ ଦୁଷ୍କର୍ମ ଘଟଣା ଉଦବେଗଜନକ ସ୍ଥିତିରେ ପହଞ୍ôଚଥିବାବେଳେ ତାକୁ ରୋକିବାରେ ସକ୍ଷମ ହେଉପାରୁନଥିବା ବିଜେଡି ସରକାର ଓ ଦଳ ଓଲଟା ମହିଳାଙ୍କ ମନୋବଳ ବୃଦ୍ଧି କରୁଥିବା ଅଫିସରଙ୍କୁ ତଡ଼ିବା ପାଇଁ ସେ ପରିହାସ ଛଳରେ ଦେଇଥିବା ବୟାନକୁ ଅତିରଞ୍ଜିତ କରିବାର ଅପଚେଷ୍ଟା ଆରମ୍ଭ କରିଥିବା ଜଣାପଡ଼ିଛି।
ହଟିବେ ପୁଲିସ୍ କମିଶନର, ବିଜେଡି ଦେଲା ଇସାରା
- Advertisement -

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Zanurz się w fascynujący świat kasyna online Slottica, popularnej platformy hazardowej, która zdobyła uznanie graczy w ponad 15 krajach Europy, w tym w Polsce, Niemczech i Czechach. Nasza oferta obejmuje przeszło 8500 gier kasynowych od czołowych dostawców, takich jak Games Global, Play’n GO, Pragmatic Play czy EGT. Znajdziesz tu zarówno klasyczne automaty w stylu Book of Dead czy Sizzling Hot Deluxe, jak i nowoczesne sloty z progresywnymi jackpotami, np. Mega Moolah, a także gry stołowe i emocjonujące rozgrywki na żywo z krupierami od Evolution Gaming. Możesz także pobrać naszą oficjalną aplikację, zalogować się na swoje konto lub założyć nowe.
Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników. Opierając się na naszym doświadczeniu, platforma wyróżnia się szybkim działaniem i różnorodnością treści. Vavada Polska jest chętnie wybierana w Polsce przez szeroki wybór gier i bonusów. Marka Vavada pojawiła się na scenie w 2017 roku z garścią slotów w ofercie. Od tamtej chwili przeszła długą drogę – dziś w jej katalogu znajdziesz nie tylko automaty, lecz także klasyczne gry stołowe, jackpoty i rozbudowane kasyno na żywo. Z lokalnego debiutanta Vavada stała się graczem globalnym, a w Polsce zdobyła sympatię użytkowników dzięki prostym zasadom, licencji Curaçao oraz wygodnym płatnościom w złotówkach. To konsekwentne podejście sprawia, że marka systematycznie wzmacnia swoją pozycję w świecie iGamingu.
Witamy w polskim legalnym internetowym kasynie Slottica – miejscu stworzonym dla hazardzistów online w Polsce! Casino Slotica w polskiej wersji językowej otwiera przed Tobą świat pełen emocjonujących gier za darmo i atrakcyjnych nagród bez rejestracji. Strona przyciąga nowych użytkowników między innymi premią powitalną 25 zł bez konieczności wpłaty depozytu. W badaniu przeprowadzonym wśród ponad 8500 graczy wielu z nich wskazało Slottica jako jedną z najciekawszych stron z automatami online dostępnych w Polsce.
Vavada w Polsce zdobyła popularność dzięki pełnej lokalizacji i wsparciu dla płatności w złotówkach. Gracze doceniają możliwość grania w języku polskim i kontakt z obsługą klienta w rodzimym języku. Oferta promocyjna, w tym stały cashback 10, dodatkowo zwiększa atrakcyjność kasyna. Na tle konkurencji wyróżnia się szeroką gamą gier, szybkim czasem wypłat i aplikacjami mobilnymi. Wszystko to czyni serwis istotnym graczem na polskim rynku gier online.