ଭିଜିଲାନ୍ସ ଜାଲରେ ବିଡିଏ ଅଧିକାରୀ

Odisha Hot News
0 Min Read

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବିଡିଏ ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଡିଏ ସେକ୍ସନ ଅଫିସର ବିଭୂତି ଭୂଷଣ ରାୟଙ୍କ ୫ଟି ସ୍ଥାନରେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍‌ ବୁଧବାର ରେଡ୍‌ ଜାରି ରହିଛି। ଭୁବନେଶ୍ୱରର ଝାରପଡ଼ା, ଜିଜିପି କଲୋନୀସ୍ଥିତ ଘର ସମେତ ଅଫିସରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛି। ଏପରିକି ଜଗତସିଂହପୁର ବିରିବାଟିସ୍ଥିତ ବିଭୂତିଙ୍କ ପେତୃକ ଘରେ ମଧ୍ୟ ଭିଜିଲାନ୍ସ ଟିମ୍‌ର ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।

Share This Article
Leave a Comment