କୋଟଗଡ : କନ୍ଧମାଳ ଜିଲା କୋଟଗଡ ମୁନିଗୁଡା ଏନଏଚ୍-୫ ରାସ୍ତାଜୁଡାବାଲି ଗ୍ରାମପଞ୍ଚାୟତ ଗେଟାବାଲି ଛକ ନିକଟ ତେନ୍ତୁଲି ଗଛ ନିକଟରେ ବୁଧବାର ଦିନ ମାଓ ବେନର ଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କୁ ଉପରେ ଦିଲ୍ଲୀ ପୋଲିସର ଆକ୍ରମଣର ନିନ୍ଦା କରାଯାଇଛି। ବ୍ୟାନର ଲାଗିଥିବା ଦେଖି ଅଞ୍ଚଳବାସୀଙ୍କ ଭୟ ସୃଷ୍ଟି ହୋଇଛି। ଘଟଣାସ୍ଥଳକୁ କୋଟଗଡ ପୋଲିସ ପହଞ୍ଚି ନ ଥିବା ଗ୍ରାମବାସୀ କହିଛନ୍ତି।
କୋଟଗଡ ବ୍ଲକରେ ଲାଗିଲା ମାଓବାଦୀ ପୋଷ୍ଟର
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Basil on ଓଏଏସ୍ ଅଫିସର୍ ସ୍ତରରେ ଅଦଳବଦଳ : ବଦଳିଲେ ୧୨ ଓଏଏସ୍ ଅଫିସର୍
- Houston on ୫୦୦ ଏଏସ୍ଓ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
- ErnestAbuck on ୧୦ ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ଘୋଷିତ
- ErnestAbuck on ଗୁଜବ ଶୁଣନ୍ତୁନି, ଚିକେନ୍ ଓ ଅଣ୍ଡା ଖାଇବା ଦ୍ୱାରା କରୋନା ବ୍ୟାପୁନି : କୃଷିମନ୍ତ୍ରୀ
- Identity v blackjack tier list on ୫୦୦ ଏଏସ୍ଓ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
