ଭୁବନେଶ୍ୱର: ବିଭିନ୍ନ ଜିଲାରେ ଚାରିଟି ଜିଲା ପରିଷଦ ପାଇଁ ଅନୁଷ୍ଠିତ ହୋଇଥିବା ଉପ ନିର୍ବାଚନରେ ବିଜେଡି ବାଜିମାତ କରିଛି। ସୂଚନା ଅନୁସାରେ ଦଶମନ୍ତପୁରରେ ବିଜେଡି ପ୍ରାର୍ଥୀ ୪୪୪୧ ଭୋଟ୍ରେ ବିଜୟୀ ହୋଇଛନ୍ତି। ସେହିପରି ପଟ୍ଟାଙ୍ଗୀ ଜିଲା ପିରଷଦ ଆସନରେ ବିଜେଡି ୨୭୩୮ ଭୋଟରେ, ଛତ୍ରପୁର ଆସନରେ ବିଜେଡି ପ୍ରାର୍ଥୀ ୮୭୭୨ ଭୋଟ ଓ ଦାନଗଦି ଜିଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ୨୬୨୫ ଭୋଟରେ ବିଜୟୀ ହୋଇଛନ୍ତି।
୪ଜିଲା ପରିଷଦ ଉପନିର୍ବାଚନରେ ବିଜେଡିର ବାଜିମାତ୍
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
