ବଦଳିଲା ନିଷ୍ପତ୍ତି,ଆସନ୍ତାକାଲି ଖୋଲିବ ରାଜ୍ୟର ସମସ୍ତ ସ୍କୁଲ

Odisha Hot News
0 Min Read

ଭୁବନେଶ୍ୱର : ଶୁକ୍ରବାର ଖୋଲିବ ରାଜ୍ୟର ସମସ୍ତ ସ୍କୁଲ। ପାଗରେ ପରିବର୍ତ୍ତନ ତଥା ଖରା କମିଯିବାରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ପ୍ରଥମେ ଜୁନ ୧୯ ତାରିଖରେ ସ୍କୁଲ ଖୋଲିବାର ଥିଲା। ମାତ୍ର ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମଙ୍ଗଳବାର ଖରାଛୁଟି ଅବଧିକୁ ବଢ଼ାଇଥିଲେ ରାଜ୍ୟ ସରକାର। ତଦନୁଯାୟୀ ସ୍କୁଲଗୁଡ଼ିକ ୨୬ ତାରିଖରେ ଖୋଲିଥାନ୍ତା। ମାତ୍ର ରାଜ୍ୟରେ ପାକ୍‌ ମୌସୁମୀ ବର୍ଷା ଆରମ୍ଭ ହେବା ସହ ପାଗରେ ପରିବର୍ତ୍ତନ ଦେଖାଦେଇଛି। ଏଣୁ ନିଷ୍ପତ୍ତିକୁ ବଦଳାଯାଇଥିବା ସୂଚନା ମିଳିଛି।

Share This Article
Leave a Comment