ଭୁବନେଶ୍ୱର : ‘କାଳିଆ’ ଯୋଜନା ଦ୍ୱାରା ରାଜ୍ୟ ଉପରେ ଋଣ ବୋଝ ବଢ଼ିବ ବୋଲି ବିରୋଧୀମାନେ ଯେଉଁ ବିଭ୍ରାନ୍ତିକର ଆଶଙ୍କା ସୃଷ୍ଟି କରୁଛନ୍ତି, ତାହାର କୌଣସି ମୂଲ୍ୟ ନାହିଁ । ଏହି ଯୋଜନା କାର୍ଯ୍ୟକାରୀ କରିବା ଅତ୍ୟନ୍ତ ଜରୁରୀ ହୋଇପଡିଥିବାରୁ ସରକାର ରାଜ୍ୟ ବିପର୍ଯ୍ୟୟ ଓ ଜରୁରୀକାଳୀନ ପାଣ୍ଠି (ଓସିଏଫୟ)ରୁ ୭୩୪.୬୬ କୋଟି ଟଙ୍କା ଉଠାଇଛନ୍ତି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ବିଜେଡି ଆଇଟି ସାମ୍ମୁଖ୍ୟ ମୁଖ୍ୟ ଡ. ଅମର ପଟ୍ଟନାୟକ କହିଛନ୍ତି । ବିରୋଧୀ ଦଳଗୁଡିକ ହୀନ ଉଦ୍ଦେଶ୍ୟ ରଖି ଏବଂ ଆଇନର ବାସ୍ତବତାକୁ ନଜର ଅନ୍ଦାଜ କରି ସରକାରଙ୍କ ଉପରେ ଦୋଷ ଲଦି ଚାଲିଛନ୍ତି ବୋଲି ସେ କହିଛନ୍ତି । ଅନ୍ୟ ରାଜ୍ୟଗୁଡିକର ଋଣକୁ ଦେଖିଲେ, ଓଡ଼ିଶାର ଋଣବୋଝ ଅତ୍ୟନ୍ତ କମ୍ । ସେଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ପ୍ରକାଶିତ ତଥ୍ୟ ଉପରେ ଦୃଷ୍ଟି ପକାଇବା ଆବଶ୍ୟକ । ଆରବିଆଇ ତଥ୍ୟ ଦର୍ଶାଇଛି ଯେ ୨୦୧୬ ମାର୍ଚ୍ଚ ଶେଷ ସୁଦ୍ଧାଉତର ପ୍ରଦେଶ ସବୁଠାରୁ ଋଣୀ ରାଜ୍ୟର ଆଖ୍ୟା ପାଇଛି । ଏହି ସମୟରେ ରାଜ୍ୟ ଉପରେ ଋଣ ବୋଝ ୩,୮୫,୩୦୦ କୋଟି ଟଙ୍କା ଥିଲା ବେଳେ ମହାରାଷ୍ଟ୍ର ଉପରେ ୩,୫୧,୪୦୦ କୋଟି ଓ ପଶ୍ଚିମବଙ୍ଗ ଉପରେ ୩,୧୪,୭୦୦ କୋଟି ଟଙ୍କା ରହିଛି । ୨୦୦୭ ଆରମ୍ଭରୁ ରାଜ୍ୟଗୁଡିକ ବଜାରରୁ ବିପୁଳ ପରିମାଣର ଋଣ ହାସଲ କରିଛନ୍ତି । ବିଶେଷକରି ରାଜ୍ୟ ବିକାଶ ଋଣ (ଏସଡିଏଲ) ଆଧାରରେ ଏହି ଋଣ ହାସଲ କରାଯାଇଛି । ବିପୁଳ ଋଣ ହାସଲ କରିଥିବା ଅନ୍ୟ ୩ ରାଜ୍ୟ ମଧ୍ୟରେ ରାଜସ୍ଥାନ, ପଞ୍ଜାବ ଓ ଗୁଜରାଟ ରହିଛନ୍ତି । ତଥ୍ୟ ଅନୁସାରେ ଏସଡିଏଲ୍ ପରିମାଣ ୨୦୧୨-୧୩ରୁ ୨୦୧୭-୧୮ ମଧ୍ୟରେ ଦୁଇଗୁଣ ବୃଦ୍ଧି ପାଇଛି ।
ଏହାବ୍ୟତୀତ କେନ୍ଦ୍ର ସରକାରଙ୍କ ଋଣ ସଂକ୍ରାନ୍ତରେ ସଦ୍ୟତମ ଭାବେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ଅତ୍ୟନ୍ତ ଚିନ୍ତାଜନକ ରହିଛି । ବିଶେଷକରି ସାଢ଼େ ୪ବର୍ଷ ମଧ୍ୟରେ ବା ମୋଦି ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ କେନ୍ଦ୍ର ଋଣ ପରିମାଣର ୫୦% ବୃଦ୍ଧି ପାଇ ୨୦୧୮ ସେପ୍ଟେମ୍ବର ବେଳକୁ ଏହା ୮୨,୦୩,୨୫୩ କୋଟି ଟଙ୍କାରେ ପହଂଚିଛି । ୨୦୧୪ ଜୁନ୍ ପର୍ଯ୍ୟନ୍ତ କେନ୍ଦ୍ରସରକାରଙ୍କ ଉପରେ ମୋଟ ଋଣ ପରିମାଣ ୫୪,୯୦,୭୬୩ କୋଟି ଟଙ୍କା ରହିଥିଲା । ଏହି ରିପୋର୍ଟ ଅନ୍ୟ କେଉଁ ବେସରକାରୀ ସଂସ୍ଥା ନୁହେଁ, ବରଂ ଖୋଦ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଏହି ରିପୋର୍ଟ ପ୍ରକାଶ କରିଛି ବୋଲି ମୁଖ୍ୟ ଡ. ପଟ୍ଟନାୟକ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ମୁଖପାତ୍ର ଡ. ସସ୍ମିତ ପାତ୍ର ଓ ସାଧାରଣ ସଂପାଦକ ମାନସ ମଙ୍ଗରାଜ ଉପସ୍ଥିତ ଥିଲେ ।
‘କାଳିଆ’ ଯୋଜନା ଚାଷୀମାନଙ୍କୁ ବିପଦରୁ ଉଦ୍ଧାର କରିବ : ବିଜେଡି
5 Comments
5 Comments

комплект ip видеонаблюдения комплект камер видеонаблюдения
Последние изменения: https://regalbuild.ru
дизайнерская люстра на кухню светильник потолочный дизайнерский
организация свадебного агентства организация мероприятий свадьбы
Tiny teen tightMontreal lingerie storesCan masturbation cause erectile disfunctionCum swallowing fattiesFun game online play teenAdventure european sexBabe riding cock xnxx Nude fat old
women thumbsFree adult chat photosSex naked teacher torontoTwo
bumps on my penisDrugged out slutsStrip searches in girls prisonsBeckham
gayBlonds in sex https://jav.whichav.win/ Bdsm design for a torture-rackSwingers phone line
ukSexy amazon costumeLight skinned black girls fucking
whiteSex clubs in usaToronto now male escortsTeens homelessnessTranssexual club clifton njPenny porsche
sex videoAsshole stretched xnxx Vagina always wetSwinger personals comBusco juegos pornoGay en costa ricaChinese fuck
festDeep anal incertionsAny dressing sexy sizeTao asian bistro nycSex offender laws in germanyAdult funny jpeg
photosFree sexy shemales videosCasual sex in koreaVaginal pes replacement