ନୟାଗଡ଼: ଆଜି ସକାଳ ପ୍ରାୟ ୫: ୩୦ ସମୟରେ ନିର୍ବାଚନ କାର୍ଯ୍ୟରେ ଭୁବନେଶ୍ୱର ଅଭିମୁଖେ ଏକ ଟାଭେରା ଗାଡ଼ିରେ ନୂଆଗାଁ ଅଞ୍ଚଳର ସୋରଡ଼ା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ଘଟି ନୟାଗଡ଼ ଜିଲ୍ଲା କୋମନା ତହସିଲ୍ଦାରଙ୍କର ମୃତ୍ୟୁ ଘଟିଛି। ମୃତ ତହସିଲଦାରଙ୍କ ନାମ ସୁରେଶ କୁମାର ନନ୍ଦ ଓ ତାଙ୍କ ଘର ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼। ତାଙ୍କ ଟାଭେରା କାର୍ର ଡ୍ରାଇଭର୍ ଆହତ ହୋଇ ଦଶପଲ୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.