ଭୁବନେଶ୍ୱର (ମଧ୍ୟ) ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର (ଏକାମ୍ର) ବାବୁ ସିଂ ,ସମ୍ବଲପୁରରୁ ଜୟନାରାୟଶ ମିଶ୍ର, ଚିଲିକାରୁ ପୃଥ୍ୱୀରାଜ ହରିଚନ୍ଦନ, ପଦ୍ମପୁର ପ୍ରଦୀପ ପୁରହିତ ,ବ୍ରଜରାଜନଗର ରାଧାରାଣୀ ପଣ୍ଡା, ବାଲିକୁଦା ଏରସମା ଦାମୋଦର ରାଉତ୍, ବ୍ରହ୍ମଗିରି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ତେଲକୋଇ ଦୁର୍ଯୋଧନ ସିଦ୍ଧୁ, ବାବାଟୀ କଟକ ସମୀର ଦେ, ରାଉରକେଲା ନିହାର ରାୟ, ଘସିପୁରା ପୃଥିରାଜ କୁଅଁର, କଟକ ଚୌଦ୍ୱାର ନୟନ କିଶୋର ମହାନ୍ତି, ତଳସରା ଭବାନୀ ଭୋଇ ନିର୍ବାଚନ ଲଢ଼ିବେ।
ସେହିପରି ବଣାଇରୁ ଅନୀଲ ବାର୍ଲା, ରଣପୁର ସୁରମା ପାଢି, ସୁନ୍ଦରଗଡ଼ କୁସୁମ ଟେଟେ, ରେଙ୍ଗାଲି ନାଉରି ନାୟକ, ଖଣ୍ଡପଡ଼ା ସିର୍ଦ୍ଧାର୍ଥ ସିଂହ ମର୍ଦ୍ଦରାଜ୍, ବୀରମିତ୍ରପୁର ଶଙ୍କର ଓରାମ, ସାଲେପୁର ପ୍ରକାଶ ବେହେରା, ନିମାପଡ଼ା ପ୍ରଭାତୀ ପରିଡ଼ା, ଧାମନଗର ବିଷ୍ଣୁ ସେଠୀ, ରଘୁନାଥ ପଲ୍ଲୀ ଜଗବନ୍ଧୁ ବେହେରା ଓ କେଭି ସିଂହଦେଓଙ୍କୁ ପାଟଣାଗଡ଼ରୁ ପ୍ରାର୍ଥୀ କରାଯାଇଛି।
୧୦୦ ଜଣିଆ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

Leave a Comment
Leave a Comment