ଭୁବନେଶ୍ୱର : ୩ ବିଜେପି ନେତାଙ୍କୁ କମିସନରେଟ ପୁଲିସ ପକ୍ଷରୁ ସମନ କରାଯାଇଛି । ନକଲି ଗୁଇନ୍ଦା ରିପୋର୍ଟକୁ ନେଇ ପ୍ରେସମିଟ କରିଥିବାରୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ସମୀର ମହାନ୍ତି,ଗୋଲକ ମହାପାତ୍ର ଓ ଟଙ୍କଧର ତ୍ରିପାଠୀଙ୍କୁ ନୋଟିସ କରାଯାଇଛି । ଆସନ୍ତାକାଲି ଖାରବେଳନଗର ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଗୁଇନ୍ଦା ରିପୋର୍ଟକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ ପରେ ଗତକାଲି ବିଜେପିକୁ ଘେରିଲା ବିଜେଡି । କର୍ଣ୍ଣାଟକରୁ ଚିଠି ଆଣି ବିଜେପି ଗୁଇନ୍ଦା ରିପୋର୍ଟ କହୁଥିବା ଶାସକ ଦଳ ଅଭିଯୋଗ କରିଛି । ଭାଇରାଲ୍ ହୋଇଥିବା ଚିଠିରେ କୁହାଯାଇଛି ହିଞ୍ଜିଳି ଆସନଟି ମୁଖ୍ୟମନ୍ତ୍ରୀଙ୍କ ପାଇଁ ସୁରକ୍ଷିତ ନୁହେଁ ।
ବିଜେପି ନେତାଙ୍କୁ କମିସନରେଟ ପୁଲିସର ସମନ ।
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
