ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ନେହା ଧୂପିଆ ଏବଂ ଅଭିନେତା ଅଙ୍ଗଦ ବେଦୀଙ୍କ ବିବାହ ଚଳିତ ବର୍ଷର ସବୁଠାରୁ ଚର୍ଚ୍ଚିତ ବିବାହ ମଧ୍ୟରୁ ଗୋଟେ ରହିଥିଲା । ଦୁହେଁ ଲୁଚି ଲୁଚି ବିବାହ କରିଥିଲେ। ଏହାପରେ ଏପରି ବିବାହ କରିବା ପଛର କାରଣ ପାଇଁ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା । ବିବାହ ପରେ ପରେ ନେହାଙ୍କ ଗର୍ଭବତୀ ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ନେହାଙ୍କ ପ୍ରସବ ସମୟ ପାଖେଇ ଆସୁଥିବା ବେଳେ ତାଙ୍କ ସ୍ୱାମୀ ଅଙ୍ଗଦଙ୍କ ସହ ଜଡ଼ିତ ଏକ ରାଜ୍ର ଖୁଲାସା ହୋଇଛି । ଚନା ମୁତାବକ, ନେହାଙ୍କ ରେଡ଼ିଓ ସୋ’ ନୋ ଫିଲ୍ଟର ନେହାରେ ଏ ସପ୍ତାହର ଅତିଥି ଭାବେ ଯୋଗ ଦେଇଥିଲେ ତାଙ୍କ ସ୍ୱାମୀ ଅଙ୍ଗଦ ବେଦୀ । ନେହା ତାଙ୍କୁ ଯାହା ବି ପ୍ରଶ୍ନ କରିଥିଲେ,ସେ ନ ଡ଼ରି ସବୁ ପ୍ରଶ୍ନର ସାମ୍ନା କରିଥିଲେ । ନେହାଙ୍କୁ ବିବାହ କରିବା ପୂର୍ବରୁ ସେ ୭୫ଜଣ ମହିଳାଙ୍କୁ ଡ଼େଟ୍ କରି ସାରିଥିଲେ ବୋଲି ସ୍ୱୀକାର କରିଥିଲେ । ସେ ମଧ୍ୟରୁ କିଛି ମହିଳା ତାଙ୍କଠାରୁ ବୟସରେ ବଡ଼ ମଧ୍ୟ ଥିଲେ । କିନ୍ତୁ ସେ କାହା ସହ ବେଶି ସମୟ ପର୍ଯ୍ୟନ୍ତ ସଂପର୍କରେ ରହି ପାରି ନଥିଲେ ବୋଲି ଜଣାଇଥିଲେ ।
ନେହାଙ୍କୁ ବିବାହ କରିବା ପୂର୍ବରୁ ୭୫ ଜଣ ମହିଳାଙ୍କୁ ଡେଟ୍ କରି ସାରିଥିଲେ ଅଙ୍ଗଦ ବେଦୀ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
