ଜାମ୍ମୁକାଶ୍ମୀର : ଜାମ୍ମୁକାଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ୪୮ ଘଣ୍ଟା ନପୁରୁଣୁରୁ ପୁଣି ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ସୂଚନା ଅନୁଯାଇ ଜାମ୍ମୁକାଶ୍ମୀର ରାଜୌରୀଠାରେ ନୌଶେରୀରେ ଆକ୍ରମଣ କରିଛନ୍ତି । ଏହି ଆତଙ୍କୀ ହାମଲାରେ ଭାରତୀୟ ସେନାର ଜଣେ ମେଜର ସହିଦ ହେବାସହ ଦୁଇଜଣ ଯବାନ ଆହତ ହୋଇଛନ୍ତି । ଏହି ବିଷ୍ପୋରଣଟି ଏଲଓସି ଠାରୁ ୧.୫ କିଳୋମିଟର ଦୂରରେ ହୋଇଛି । ତେବେ ଏହି ଘଟଣାପରେ ଏବେ ସର୍ଚ୍ଚ ଅପେରେସନ ଭାରତୀୟ ସେନା ପକ୍ଷରୁ ଆରମ୍ଭ ହୋଇଛି ।
ପୁଣି ପାକିସ୍ତାନର ବର୍ବରକାଣ୍ଡ !
- Advertisement -

I have besn bowsing on-line more thaqn three hous thedse days, but I bby
noo means found any fascinating article llike yours.
It’s beautiful valye sufficient for me. In myy view, iff
alll werbmasters andd blogghers msde goood contnt mmaterial as youu probazbly did, thhe web wiill bee
a llot more useeful than ever before. xnxx