ବାରିପଦା: ବୈଶିଙ୍ଗା ମହାତ୍ମା ଗାନ୍ଧୀ ଡ଼ିଗ୍ରୀ କଲେଜରେ ଅବ୍ୟବସ୍ଥାରେ ବିରୋଧରେ ତାତିଲେ ଛାତ୍ରଛାତ୍ରୀ । ବିଭିନ୍ନ ଶିକ୍ଷା ସମସ୍ୟା ବିରୋଧରେ ୪ ଦିନ ଧରି କଲେଜ ସମ୍ମୁଖରେ ଛାତ୍ରଛାତ୍ରୀ ଧରଣାରେ ବସିଛନ୍ତି । ବିଶେଷକରି କଲେଜ ଅଧ୍ୟକ୍ଷଙ୍କ ହାତରେ ଆର୍ଥକ କ୍ଷମତା ନଥିବାରୁ କୌଣସି ଉନ୍ନତିମୂଳକ କାର୍ଯ୍ୟ ହେଉନଥିବା ଅଭିଯୋଗ ହୋଇଛି । ଏପରିକି ଛାତ୍ରଛାତ୍ରୀମାନେ କଲେଜରୁ ସିଏଲସି ଓ ଫର୍ମ ପୂରଣ କରିବାରେ ବହୁବାଧା ବିଘ୍ନ ସୃଷ୍ଟି ହେଉଥିବା ଅଭିଯୋଗ ଆସିଛି । କଲେଜରେ କିପରି ଉନ୍ନତି ହେବ ପ୍ରଶାସନ ନିକଟରେ ଅଭିଭାବକ ଓ ଛାତ୍ରଛାତ୍ରୀ ମାସ ମାସ ଧରି ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ । ଯାହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ କଲେଜ ସମ୍ମୁଖରେ ୪ ଦିନ ଧରି ଧାରଣାରେ ବସିଛନ୍ତି । ଯଦି ପ୍ରଶାସନ ତୁରନ୍ତ ହକ୍ ଦାବିକୁ କାର୍ଯ୍ୟକାରୀ ନକରନ୍ତି ତେବେ ଆନ୍ଦୋଳନ ଭୟାଭୟ ହେବା ନେଇ ଚେତାବନୀ ଦେଇଛନ୍ତି ।
ବୈଶିଙ୍ଗା ମହାତ୍ମା ଗାନ୍ଧୀ ଡ଼ିଗ୍ରୀ କଲେଜରେ ଅବ୍ୟବସ୍ଥା ବିରେଧରେ ତାତିଲେ ଛାତ୍ରଛାତ୍ରୀ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
