ବାଲେଶ୍ୱର: ଏଥର ପିଟା ଖାଇଗଲା ସାଇକେଲ ଚୋର । ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ସିମୁଳିଆ ହାଟରେ ସାଇକେଲ ଚୋରି କରୁଥିବା ବେଳେ ଚୋରକୁ ବାନ୍ଧି ନିର୍ଧୂମ ଛେଚିଲେ ଗ୍ରାମବାସୀ । ଆଜି ସ୍କୁଲ ପିଲାମାନଙ୍କର ସାଇକେଲ ଚୋରି କରୁଥିବା ବେଳେ ଚୋରକୁ ଗ୍ରାମବାସୀଙ୍କ କାବୁ କରି ନେଇଥିଲେ । ଉକ୍ତ ଚୋର ଜଣଙ୍କ ସ୍ଥାନୀୟ ଅଂଚଳର ବୁଦ୍ଧିଆ ଧଳ ବୋଲି ଜଣାପଡ଼ିଛି । ତାଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ଚୋରି ଅଭିଯୋଗ ହୋଇଥିବା ସୂଚନା ମିଳିଛି ।
ଏଥର ପିଟା ଖାଇଗଲା ସାଇକେଲ ଚୋର !
Leave a Comment
Leave a Comment
- Advertisement -
Stay Connected
Comment
- Jessedruct on ମହରଗରୁ ଆସି କାନ୍ତାରରେ ପଡ଼ିଗଲା ଦାଦନ; ଫେରାଇ ଆଣିଲା ପ୍ରଶାସନ, ବଢାଇଲା ଭୋକ !
- Jasonjed on ରାଜ୍ୟ ଅଙ୍ଗନୱାଡ଼ି କର୍ମୀଙ୍କ ଆଭିମୁଖ୍ୟ ଥିଲା ଗରମ ଏବେ ନରମ !
- BufordClilm on ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆଉ ୯ ବିଧାନସଭା ଓ ଗୋଟିଏ ଲୋକସଭା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।
- Marcusvup on କୋଭିଡ୍-୧୯: ଦିଲ୍ଲୀରୁ ଶ୍ରମଜୀବୀମାନଙ୍କ ଅପସାରଣ ତ୍ୱରାନ୍ୱିତ କଲେ ଉତ୍ତରପ୍ରଦେଶ ସରକାର
- WendellNon on ବଡଦିଅଁ ଅପେକ୍ଷାରେ ବଡଦାଣ୍ଡ
