ଯାଜପୁର : ଯାଜପୁର ରୋଡ଼ ବନଖଣ୍ଡ ଅନ୍ତର୍ଗତ ଏକ ଗାଁରୁ ଚଉଶିଙ୍ଗା ହରିଣ ଉଦ୍ଧାର । ଆଜି ଭୋର ୫ଟାରୁ ଏହାକୁ ଉଦ୍ଦାର କରାଯାଇଥିଲା । ସୂଚନା ଅନୁଯାଇ ତା’ ପାଟିରେ ଘା’ ହୋଇଥିବାରୁ ଅସୁସ୍ଥ ହୋଇ ଗାଁ ପାଖରେ ଶୋଇଥିବାର ଗ୍ରାମବାସୀ ଦେଖିଥିଲେ । ତେବେ ଗାଁ ଲୋକ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାୀଙ୍କ ସହାୟତାରେ ଚଉଶିଙ୍ଗକୁ ଧରିଥିଲେ । ତା’ ମୁହଁରେ ଘା’ ହୋଇଥବବାରୁ ଚିକିତ୍ସା ନିମନ୍ତେ ତାକୁ ବ୍ୟାସ ନଗର ପଶୁ ଚିକିତ୍ସାଳୟକୁ ନିଆଯାଇଥିଲା । ସୁସ୍ଥ ହେଲା ପରେ ତାକୁ ପୁଣି ଜଙ୍ଗଲରେ ଛଡ଼ା ଯାଇଥିଲା ।
ଉଦ୍ଧାର ହେଲା ଅସୁସ୍ଥ ଚଉଶିଙ୍ଗା !
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
