ପ୍ରେମ ଏକ ଅନୂଭୁତି,ନିଆରା ତାର ସ୍ମୃତି । ଏହି ପ୍ରେମ ପାଇଁ ମଣିଷ ହୋଇଛି ଯୁଗେ ଯୁଗେ ପାଗଳ , ଲେଖିଛି କେତେ କାବ୍ୟ ,ମହାକାବ୍ୟ,କବିତା ଓ ଉପନ୍ୟାସ । ପୁରାଣଠାରୁ ଇତିହାସ ସବୁଠି ରହିଛି ପ୍ରେମର କିମ୍ବଦନ୍ତୀ । ପୁରାଣର ରାଧା କୃଷ୍ଣଙ୍କ ଠାରୁ ଆରମ୍ଭ କରି ଇତିହାସର କେଦାର-ଗୌରୀ,ଲୈଲା-ମଜନୁ ଭଳି ପ୍ରେମ କିମ୍ବଦନ୍ତି ଆମ ସମାଜକୁ ପ୍ରେମର ବାର୍ତା ଦେଇ ଆସୁଛି । ଠିକ ଏତିକିବେଳେ ପ୍ରତିବର୍ଷପରି ପ୍ରେମ ପାଇଁ ଦିନଟିଏ ଆସିଛି ଭାଲେନ୍ଟାଇନ୍ ଡେ । ଆଜିର ଏହି ଦିନକୁ ପ୍ରେମୀ ଯୁଗଳ ବେଶ୍ ଉତ୍ସାହର ସହ ଅପେକ୍ଷା କରିଥାନ୍ତି । ପ୍ରେମ ସପ୍ତାହର ହାପି ଏଣ୍ଡିଂ । କିଏ ଏହିଦିନ ପ୍ରତି ସମ୍ଭାଷଣରେ ତ କିଏ ସାଥୀର ଶ୍ପର୍ସରେ ସାଉଁଟିଥାଏ ଉନ୍ମାଦ । ଇଚ୍ଛିହାସ ପୃଷ୍ଠାକୁ ଆଡେଇଲେ ଜଣାଯାଏ ଯେ, ପ୍ରେମର ମହାପୁରୁଷ ଭାବେ ପରିଚିତ ସେନ୍ଟ ଭାଲେନ୍ଟାଇନଙ୍କ ନାମ ଅନୁ୍ଯାୟୀ ଏହି ଦିବସଟି ନାମିତ ହୋଇଛି । ପ୍ରେମକୁ ସଫଳ ରୂପାୟନ କରିବାକୁ ଯାଇ କାଳେ ସେନ୍ଟ ରାଜତନ୍ତ୍ର ବିରୋଧରେ ବିଦ୍ରୋହ କରିଥିଲେ । ରାଜତନ୍ତ୍ର ପ୍ରେମକୁ ବିରୋଧ କରୁଥିବା ବେଳେ ଏହା ବିରୋଧରେ ସେନ୍ଟ ସଂଗ୍ରାମ ଆରମ୍ଭ କରିଥିଲେ । ସେଥିପାଇଁ ରାଜଦଣ୍ଡ ଭୋଗିବା ସହ ତାଙ୍କୁ ବନ୍ଦୀ ଜୀବନ କାଟିବାକୁ ପଡିଥିଲା । ଠିକ ଆଜିର ଦିନ ତତା ଫେବୃୟାରୀ ୧୪ ତାରିଖରେ ତାଙ୍କୁ ଫାସୀଦଣ୍ଡ ଦେଇଥିଲା ରାଜତନ୍ତ୍ର । ଆଜି ଅନେକଙ୍କ ପ୍ରେମକୁ ସାର୍ଥକ କରିଥିବା ଭାଲେନ୍ଟାଇନ ନିଜର ପ୍ରେମକୁ ସଫଳ କରିପାରିନଥିଲେ । ଯାହା ଆଜି ସ୍ମରଣୀୟ ହୋଇ ରହିଛି ।
ଆଜି ଭାଲେନ୍ଟାଇନ୍ ଡେ ପ୍ରେମ ପାଇଁ ଦିନ ଟିଏ ……
- Advertisement -
Stay Connected
Comment
- aviator_plSn on ଲକ୍ଡାଉନ୍ରେ ଫସିଲା ପୁଅ: ୧୪୦୦କି.ମି. ସ୍କୁଟି ଚଳାଇ ଘରକୁ ଆଣିଲେ ମା’
- Lucaaerow on ଆଜିର ରାଶିଫଳ
- plinko_mrpa on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
- melbet_irPl on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
- aviator_eget on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Platforma obsługuje wygodne formy płatności, w tym BLIK kompatybilny z bankami mBank, ING, PKO BP, Pekao i Millennium, a także popularne karty Visa i Mastercard (Maestro). Pozytywne opinie użytkowników publikowane w serwisach Trustpilot oraz Opinie.com potwierdzają wysoki poziom zaufania do marki. Miłośnicy gry na smartfonach mogą korzystać z dedykowanej aplikacji dostępnej na urządzenia z systemem iOS oraz Android, która zapewnia płynną i stabilną rozgrywkę. Slottica to nie tylko polskie kasyno internetowe, lecz także przestrzeń, w której możesz cieszyć się grą i wygrywać na własnych zasadach.
Vavada w Polsce zdobyła popularność dzięki pełnej lokalizacji i wsparciu dla płatności w złotówkach. Gracze doceniają możliwość grania w języku polskim i kontakt z obsługą klienta w rodzimym języku. Oferta promocyjna, w tym stały cashback 10, dodatkowo zwiększa atrakcyjność kasyna. Na tle konkurencji wyróżnia się szeroką gamą gier, szybkim czasem wypłat i aplikacjami mobilnymi. Wszystko to czyni serwis istotnym graczem na polskim rynku gier online.