ଜୁରିକ,୨୪।୧୦(ଏପି)- କ୍ଲବ ସ୍ତରୀୟ ବିଶ୍ୱକପ୍ ପ୍ରତିବର୍ଷ ଆୟୋଜନ କରିବା ଲାଗି ଅନ୍ତର୍ଜାତୀୟ ଫୁଟ୍ବଲ ପରିଚାଳକ ସଂସ୍ଥା (ଫିଫା) ସଭାପତି ଗଆନି ଇନଫାଣ୍ଟିନୋ ପ୍ରସ୍ତାବ ଦେଇଥିବା ଜଣେ କର୍ମକର୍ତ୍ତା କହିଛନ୍ତି। ଏହାଦ୍ୱାରା ୟୁରୋପର ବୃହତ୍ କ୍ଲବ ପ୍ରତିଯାଗିତା ଚାମ୍ପିୟନ୍ସ ଲିଗ୍ ପ୍ରଭାବିତ ହେବ। ସଂଶୋଧିତ ସମ୍ବିଧାନ ପକ୍ଷରୁ ପ୍ରସ୍ତାବ ଅନୁଯାୟୀ ୨୪ ଦଳକୁ ନେଇ ପ୍ରତି ୪ ବର୍ଷରେ ଥରେ ବିଶ୍ୱକପ୍ ଆୟୋଜନ କରାଯାଉଛି। ଏହି ପ୍ରସ୍ତାବିତ ଫର୍ମାଟ ଲାଗି ଶୁକ୍ରବାର ରଓ୍ବାଣ୍ଡାଠାରେ ଅନୁଷ୍ଠିତ ହେବାକୁ ଥିବା ଫିଫା କାଉନସିଲ ବୈଠକରେ ଆଲୋଚନା କରାଯିବ ବୋଲି ଉକ୍ତ କର୍ମକର୍ତ୍ତା ନାମକୁ ପ୍ରକାଶ ନ କରିବା ସର୍ତ୍ତରେ କହିଛନ୍ତି। ଇନଫାଣ୍ଟିନୋଙ୍କ ପ୍ରସ୍ତାବ ଫିଫାକୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି। ସେ ଗତ ମାର୍ଚ୍ଚଠାରୁ ନୂତନ ଫିଫା ପ୍ରତିଯୋଗିତାକୁ ମଞ୍ଜୁର କରିବା ଲାଗି ପ୍ରୟାସ କରୁଛନ୍ତି, ଯଦ୍ଦ୍ବରା ଅତିକମ୍ରେ ୨୫ ବିଲିୟନ ଆମେରିକୀୟ ଡଲାର ଲାଭ ହେବ।
ପିଫାର ପ୍ରସ୍ତାବ ବର୍ଷକୁ ଥରେ କ୍ଲବ ବିଶ୍ୱକପ୍
Leave a Comment
Leave a Comment
- Advertisement -
Stay Connected
Comment
- AnthonyMal on ପ୍ରସ୍ତୁତ କରନ୍ତୁ ସୁଗାର ଫ୍ରି ମାଣ୍ଡିଆ ଓଟସ ଲଡୁ ।
- Vivod iz zapoya na domy_rwoi on ରାମ ମନ୍ଦିର ମାମଲା : ଅଯୋଧ୍ୟ୍ୟାରେ ଉଦ୍ଧବ ଠାକରେ
- TomOpest on ୪୦ ଡିଗ୍ରି ଉପରେ ୯ ସହର
- Vivod iz zapoya na domy_coEn on ଘରୁ ଉଦ୍ଧାର ହେଲା ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ !
- MauriceCrync on ଡସେମ୍ବର ୧୮ରେ ବିକ୍ରି ହେବେ କ୍ରକେଟ୍ ଖେଳାଳି !
