କଳାହାଣ୍ଡି : ଭବାନିପାଟଣା ସଦର ଥାନା ସୁଲିଆ ଗାଁ ଘାଟି ନିକଟରେ ଏସଓଜି ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ଏସଓଜି ଜବାନଙ୍କ ଗୁଳିବିନିମୟରେ ଘଟଣା ସ୍ଥଳରୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ଛତ୍ରଭଙ୍ଗ ସ୍ଥାନରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ଖାଦ୍ୟ ସାମଗ୍ରୀ ଜବତ ହୋଇଛି । ୩ଟି ଦେଶୀ ବନ୍ଧୁକ, ଗୋଟାଏ ଟିଫିନ୍ ବୋମା, ଇଲେଟ୍ରକ୍ ଡେଟୋନେଟର, ଏକ କେଜିରୁ ଉର୍ଦ୍ଧ ବିସ୍ଫୋରୋକ ଜବତ ହୋଇଥିବାର ଜଣାପଡ଼ିଛି । ୧୦ଜଣରୁ ଅଧିକ ମାଓବାଦୀ ଫେରାର ହେବାକୁ ସକ୍ଷମ ହୋଇଛନ୍ତି ବୋଲି କଳାହାଣ୍ଡି ଏସ.ପି ବାଦୁଲା ଗଙ୍ଗାଧର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଏସଓଜିଙ୍କ ଗୁଳି ମାଡ଼ରେ ମାଓ ଫେରାର; ବିପୁଳ ମାଓ ସାମଗ୍ରୀ ଜବତ !
- Advertisement -
Stay Connected
Comment
- OwenAbuct on ଆରମ୍ଭ ହେଲା ‘ରକ୍ଷକ’ କାର୍ଯ୍ୟକ୍ରମ
- LesterdoubS on ଗଞ୍ଜାମର ପ୍ରସିଦ୍ଧ ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଉପରେ ଲାଗିଲା କଟକଣା
- StevenSlark on ବସ୍ରୁ ୨୨କେଜି ଗଞ୍ଜେଇ ଜବତ, ୨ଗିରଫ
- 뉴토끼 주소 on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
- AngelMup on ଛଅବର୍ଷ ବୟସରେ ହୋଇଥିଲା ବାଲ୍ୟ ବିବାହ, ୧୨ବର୍ଷ ପରେ ଏଥିରୁ ମୁକୁଳି ପାରିଲେ ଯୁବତୀ

W naszym asortymencie znajdziesz bogaty wybór gier kasynowych od 63 czołowych deweloperów oprogramowania, w tym takich gigantów jak Evolution Gaming, Play’n GO, Pragmatic Play, EGT, BGaming, Bragg oraz Endorphina. Przygotowaliśmy również rozbudowany, pięciostopniowy program lojalnościowy, w którym drogę na szczyt zaczynasz jako nowicjusz, aby docelowo osiągnąć prestiżowy poziom platynowy. Jeśli szukasz autentycznych wrażeń, zajrzyj do naszego kasyna na żywo, gdzie czekają na Ciebie wykwalifikowani krupierzy. Ponadto regularnie hostujemy ekscytujące turnieje, takie jak Daily Drop & Wins, kuszące potężnymi pulami nagród. To wszystko sprawia, że polska wersja Vavada cieszy się opinią licencjonowanego i niezwykle bezpiecznego miejsca do gry w RP, a sam system logowania jest maksymalnie intuicyjny i dopasowany do potrzeb użytkowników.