କଳାହାଣ୍ଡି : ଭବାନିପାଟଣା ସଦର ଥାନା ସୁଲିଆ ଗାଁ ଘାଟି ନିକଟରେ ଏସଓଜି ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ଏସଓଜି ଜବାନଙ୍କ ଗୁଳିବିନିମୟରେ ଘଟଣା ସ୍ଥଳରୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ଛତ୍ରଭଙ୍ଗ ସ୍ଥାନରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ଖାଦ୍ୟ ସାମଗ୍ରୀ ଜବତ ହୋଇଛି । ୩ଟି ଦେଶୀ ବନ୍ଧୁକ, ଗୋଟାଏ ଟିଫିନ୍ ବୋମା, ଇଲେଟ୍ରକ୍ ଡେଟୋନେଟର, ଏକ କେଜିରୁ ଉର୍ଦ୍ଧ ବିସ୍ଫୋରୋକ ଜବତ ହୋଇଥିବାର ଜଣାପଡ଼ିଛି । ୧୦ଜଣରୁ ଅଧିକ ମାଓବାଦୀ ଫେରାର ହେବାକୁ ସକ୍ଷମ ହୋଇଛନ୍ତି ବୋଲି କଳାହାଣ୍ଡି ଏସ.ପି ବାଦୁଲା ଗଙ୍ଗାଧର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଏସଓଜିଙ୍କ ଗୁଳି ମାଡ଼ରେ ମାଓ ଫେରାର; ବିପୁଳ ମାଓ ସାମଗ୍ରୀ ଜବତ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- RonaldTak on କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା : ଦିଲ୍ଲୀ ଗଲା ପିଇସିରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
- melbet_kcSl on ବାଲେଶ୍ୱର ଜିଲ୍ଲା ପୁରୁବାଇ କନ୍ୟାଶ୍ରମରେ ଜିଲ୍ଲା ମଙ୍ଗଳକିମିଟି ଏବଂ କେନ୍ଦ୍ରୀୟଟିମ ପକ୍ଷରୁ ଚଢାଉ !
- Markgaump on ପ୍ରକାଶ ପାଇଲା ରାଜ୍ୟ ସଭା ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ
- Lucasmeli on ୪୦ ଡିଗ୍ରି ଉପରେ ୯ ସହର
- Duncansairl on ଯୁଦ୍ଧ ବିମାନ ଜାଗୁଆରରେ ଲାଗିଲା ନିଆଁ !
