ବାଲେଶ୍ୱର: ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ଆମ୍ବୁଳି ଅଠା ଠାରେ ଅଭାବନୀୟ ଘଟଣା । ଅଂଚଳର ଦୁର୍ଦ୍ଦାନ୍ତ ଗୁଣ୍ଡା ଅପରାଧି ରତନ ଦାସ ସ୍ଥାନୀୟ ଲୋକଙ୍କ ଠାରୁ ମାଡ଼ ଖାଇ ଲହୁଲୁହାଣ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଯାତ୍ରା ଦେଖି ଫେରୁଥିବା ସମୟରେ ସାମାନ୍ୟ ବଚସାରୁ ରତନ ଦାସ ୨ଜଣ ଯୁବକଙ୍କୁ ଆମ୍ବଳି ଅଠା ଠାରେ ମରଣାନ୍ତକ ଆକ୍ରମଣ କରିଥିଲା । ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରୁଥିବା ବେଳେ ଯୁକକଙ୍କ ଚିକ୍ରାର ଶୁଣି ସ୍ଥାନୀୟ ଲୋକ ପହଂଚି ଯାଇଥିଲେ । ଅଭିଯୁକ୍ତ ରତନକୁ ସ୍ଥାନୀୟ ଲୋକ କାବୁ କରିନେଇ ଗଛରେ ବାନ୍ଧି ନିର୍ଦ୍ଦୁମ ଛେଚିବା ସହ ପୋଲିସକୁ ଜିମା ଦେଇଥିବା ଦେଖିବାକୁ ମିଳିଛି । ଅପରାଧି ରତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପୁତୁରା ବୋଲି ଜଣାପଡ଼ିଛି । ସେ ଆଗରୁ ବହୁ ହତ୍ୟା ଡକାୟତି ମାମଲାରେ ଜଡ଼ିତ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଗୁଣ୍ଡା ରତନ ଦାସକୁ ପିଟି ଗୁଣ୍ଡ କରିଦେଲେ ସ୍ଥାନୀୟ ଲୋକ; ଅପରାଧି ରତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପୁତୁରା !
- Advertisement -

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
W katalogu gier znajdują się znane produkcje, w tym Chicken Road 2, Fire Joker, Funky Time, Dog House 1000 czy Energy Joker: Hold and Win. Od momentu startu projektu w 2019 roku platformie zaufało już ponad 350 000 użytkowników. Serwis działa na podstawie licencji wydanej przez regulatora z Curaçao, co zapewnia zgodność z europejskimi standardami branży iGaming. Ambicją marki jest oferowanie jakości usług, która może skutecznie konkurować z popularnymi serwisami pokroju TotalCasino.