ଭୁବନେଶ୍ୱର: ରାଜ୍ୟରେ ସାମ୍ବାଦିକଙ୍କୁ ସୁରକ୍ଷାକୁ ନେଇ ତେଜିଲା ଅସନ୍ତୋଷ । ଆଜି ଉକ୍ରଳ ସାମ୍ବାଦିକ ସଂଘ ସୁରକ୍ଷା ଆଇନ ଓ ଭତ୍ତା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ଉପରେ ଆକ୍ରମଣକୁ ନେଇ ସଂଘ ନିନ୍ଦା କରିଛି । ଏହାସହ ସୁସ୍ଥ ଗଣତନ୍ତ୍ର ପାଇଁ ମୁକ୍ତ ସାମ୍ବାଦିକତା ଅପରିହାର୍ଯ୍ୟ ଥିବାବେଳେ ସାମ୍ବାଦିକଙ୍କ ସୁରକ୍ଷା କ୍ଷେତ୍ରରେ ସରକାରଙ୍କ ନିରବତାକୁ ନେଇ ସଂଘ ସମାଲୋଚନା କରିଛି । ତେବେ ସମ୍ବାଦିକ ସୁରକ୍ଷା ଆଇନ ଓ ଅବସରକାଳୀନ ଭତ୍ତା ପ୍ରଦାନ ପାଇଁ ସଂଘ ଦାବି ଉଠାଇଛି । ଯାହାକୁ ନେଇ ପୂର୍ବରୁ ସଂଘ ମୁଖ୍ୟମନ୍ତ୍ରୀଙ୍କ ଠାରୁ ରାଜ୍ୟପାଳ ବିଭାଗୀୟ ମନ୍ତ୍ରୀଙ୍କୁ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟ ଶୂନ୍ୟକୁ ନେଇ ସଂଘ ସମାଲୋଚନା କରିଛି । ଏହି ଅବସରରେ ରାଜ୍ୟର ବହୁ ବରିଷ୍ଠ ସାମ୍ବାଦିକ ରାଜ୍ୟ ସରକାରଙ୍କ କାଳକ୍ଷେପଣ ନୀତିକୁ ନିନ୍ଦା କରିଥିବା ଦେଖିବାକୁ ମିଳିଛି ।
ରାଜ୍ୟରେ ସାମ୍ବାଦିକଙ୍କୁ ସୁରକ୍ଷାକୁ ନେଇ ତେଜିଲା ଅସନ୍ତୋଷ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
