ଭୁବନେଶ୍ୱର: ରାଜ୍ୟରେ ସାମ୍ବାଦିକଙ୍କୁ ସୁରକ୍ଷାକୁ ନେଇ ତେଜିଲା ଅସନ୍ତୋଷ । ଆଜି ଉକ୍ରଳ ସାମ୍ବାଦିକ ସଂଘ ସୁରକ୍ଷା ଆଇନ ଓ ଭତ୍ତା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ଉପରେ ଆକ୍ରମଣକୁ ନେଇ ସଂଘ ନିନ୍ଦା କରିଛି । ଏହାସହ ସୁସ୍ଥ ଗଣତନ୍ତ୍ର ପାଇଁ ମୁକ୍ତ ସାମ୍ବାଦିକତା ଅପରିହାର୍ଯ୍ୟ ଥିବାବେଳେ ସାମ୍ବାଦିକଙ୍କ ସୁରକ୍ଷା କ୍ଷେତ୍ରରେ ସରକାରଙ୍କ ନିରବତାକୁ ନେଇ ସଂଘ ସମାଲୋଚନା କରିଛି । ତେବେ ସମ୍ବାଦିକ ସୁରକ୍ଷା ଆଇନ ଓ ଅବସରକାଳୀନ ଭତ୍ତା ପ୍ରଦାନ ପାଇଁ ସଂଘ ଦାବି ଉଠାଇଛି । ଯାହାକୁ ନେଇ ପୂର୍ବରୁ ସଂଘ ମୁଖ୍ୟମନ୍ତ୍ରୀଙ୍କ ଠାରୁ ରାଜ୍ୟପାଳ ବିଭାଗୀୟ ମନ୍ତ୍ରୀଙ୍କୁ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟ ଶୂନ୍ୟକୁ ନେଇ ସଂଘ ସମାଲୋଚନା କରିଛି । ଏହି ଅବସରରେ ରାଜ୍ୟର ବହୁ ବରିଷ୍ଠ ସାମ୍ବାଦିକ ରାଜ୍ୟ ସରକାରଙ୍କ କାଳକ୍ଷେପଣ ନୀତିକୁ ନିନ୍ଦା କରିଥିବା ଦେଖିବାକୁ ମିଳିଛି ।
ରାଜ୍ୟରେ ସାମ୍ବାଦିକଙ୍କୁ ସୁରକ୍ଷାକୁ ନେଇ ତେଜିଲା ଅସନ୍ତୋଷ !
- Advertisement -
Stay Connected
Comment
- RandallfuH on ଯୁଦ୍ଧ ବିମାନ ଜାଗୁଆରରେ ଲାଗିଲା ନିଆଁ !
- RandallfuH on ପିଠା ଯୋଜାନର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ସେପଟେ ନବୀନଙ୍କ ଘୋଷଣା ମଧୁବାବୁ ପେନସନ ଯୋଜନାରେ ଆଉ ୫ ଲକ୍ଷ ହିତାଧିକାରୀ ହେବେ ସାମିଲ !
- RandallfuH on ଗିରଫ ହେଲେ ଗୁଜୁରାଟୀ ଅଭିନେତ୍ରୀ, ଆପତ୍ତିଜନକ ଭିଡିିଓ ତିଆରି କରି ବ୍ଲାକ୍ମେଲ କରିବା ସହ ଲୁଟୁଥିଲେ ଟଙ୍କା
- RandallfuH on କେମିତି କଟିବ ୨୦୧୯
- RandallfuH on ଜାମ୍ମୁକାଶ୍ମୀରରେ ଆଜିଠୁ ଲାଗୁ ହେଲା ରାଷ୍ଟ୍ରପତି ଶାସନ

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Kasyno vavada systematycznie buduje swoją pozycję wśród polskim graczom, oferując kompletną lokalizację w języku polskim. Vavada casino zapewnia metody płatności dostosowane do lokalnego rynku, a vavada pl umożliwia łatwy dostęp dla graczy z Polski. Oficjalną stronę vavada kasyno odwiedzają głównie doświadczonych graczy, którzy doceniają atrakcyjne bonusy i program lojalnościowy.
Dołączając do Casino Slottica Polska, zyskujesz dostęp do wyjątkowych promocji, w tym bonusu powitalnego 250 do 1600 zł oraz 300 darmowych spinów na najpopularniejsze gry. Niezależnie od tego, czy grasz na komputerze, tablecie, czy smartfonie, nasza platforma działa płynnie na każdym urządzeniu. Wypróbuj już dziś i dołącz do ponad 500 tysięcy aktywnych graczy z całego świata!