ଭଦ୍ରକ: ଭଦ୍ରକ-ଚାନ୍ଦବାଲି ରାସ୍ତା ତିହିଡ଼ି ସିନେମା ହଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ବଜାରରେ ଛିଡ଼ା ହୋଇଥିବା ଏକ ଟ୍ରକ ପଛପଟୁ ଏକ ସ୍କର୍ପିଓ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୨ ଜଣ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ମୃତକ ହେଲେ ଦିଲ୍ଲୀପ ରାଉତ, ଏ .କେ ପୁହାଣ ଓ ଆହତ ହେଉଛନ୍ତି ବିଚିତ୍ର ପାଢୀ । ମୃତ ଡ଼ାଇଭର ଗେଲପୁର ଅଂଚଳର ଦିଲ୍ଲୀପ ରାଉତ ହୋଇଥିବା ବେଳେ ଅନ୍ୟଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ବିଚିତ୍ର ପାଢୀ । ସେ ଆ.ୟୋ.ସି.ଏଲରୁ କାର୍ଯ୍ୟ ସାରି ଫେରିବା ସମୟରେ ଦୁର୍ଘଟଣା ହେଇଥିବା ଜଣାପଡ଼ିଛି ।
ଭଦ୍ରକ-ଚାନ୍ଦବାଲି ରାସ୍ତା ତିହିଡ଼ି ସିନେମା ହଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
