ଭୁବନେଶ୍ୱର : ଘର ତୁଳନାରେ ଅଧିକାଂଶ ଦମ୍ପତି ବାହାରେ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ଅଧିକ ପସନ୍ଦ କରନ୍ତି। ଘରେ ଥିବା ସମୟରେ ଦମ୍ପତିଙ୍କ ମଧ୍ୟରେ ରକ୍ଷଣଶୀଳତା ବୃଦ୍ଧି ପାଇଥାଏ। ମାତ୍ର ବାହାରକୁ ବୁଲି ଯାଇଥିବା ସମୟରେ ସେମାନଙ୍କ ମଧ୍ୟରେ ରୋମାଣ୍ଟିକ୍ ଭାବନା ଜାଗି ଉଠେ ବୋଲି ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦମ୍ପତିମାନେ କାହିଁକି ବାହାରକୁ ବୁଲି ଯାଉଥିବା ସମୟରେ ଅଧିକ ରୋମାଣ୍ଟିକ୍ ହୁଅନ୍ତି ସେ ନେଇ ଏକ ଅଧ୍ୟୟନ କରାଯାଇଥିଲା। ଏଥିରେ ୬ ହଜାର ଦମ୍ପତିଙ୍କୁ ସାମିଲ୍ କରାଯାଇ ପଚରାଯାଇଥିଲା ବିଭିନ୍ନ ପ୍ରଶ୍ନ। ସେମାନଙ୍କ ଉତ୍ତର ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ଜଣାପଡ଼ିଥିଲା ବିଭିନ୍ନ କାରଣ ଯୋଗୁ ଘରେ ଦମ୍ପତିମାନେ ପରସ୍ପର ପ୍ରତି ସହଜ ହୋଇପାରି ନ ଥାନ୍ତି। ମାତ୍ର ଘର ପରିବେଶଠାରୁ ଦୂରେଇଗଲେ ଏସବୁ ପ୍ରଭାବରୁ ସେମାନେ ମୁକ୍ତ ହୋଇ ମନ ଖୋଲି ନିଜର ଭାବନାକୁ ପରିପ୍ରକାଶ କରିଥାନ୍ତି।
ବାହାରେ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ଅଧିକ ପସନ୍ଦ କରନ୍ତି, କାହିଁକି..
- Advertisement -
Stay Connected
Comment
- Bruceagots on ଏସସିବି ମେଡ଼ିକାଲ ବାଥ୍ ରୁମରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ !
- RogerAbipt on ଆଜିର ରାଶିଫଳ
- CharlesJat on ସ୍ବାଧୀନତା ଦିବସକୁ ନକ୍ସଲଙ୍କ ବିରୋଧ
- RolandBef on ଆଜି କ୍ୱାଟର ଫାଇନାଲରେ ମୁହାଁମୁହିଁ ହେବେ : ଆର୍ଜେଣ୍ଟିନା-ଇଂଲଣ୍ଡ, ଅଷ୍ଟେଲିଆ-ଫ୍ରାନ୍ସ !
- AaronTep on ଭିଜିଲାନ୍ସ ଜାଲରେ ଡ଼ିଏଫଓ

rent a yacht in Montenegro https://rent-a-yacht-montenegro.com
Последние изменения: https://eco-naturel.com/k2_1174.php
Everything for Minecraft https://topminecraftworldseeds.com in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.