ଏମିତି ପାର୍କ ଯେଉଁଠି ବିନା ପୋଷାକରେ ବୁଲନ୍ତି ଲୋକେ

Odisha Hot News
0 Min Read

ପୃଥିବୀର ବିଭିନ୍ନ ଅଞ୍ଚଳରେ ରହିଛି ଭିନ୍ନଭିନ୍ନ ଆଇନ। ଫ୍ରାନ୍ସ୍‌ର ପ୍ୟାରିସ୍‌ଠାରେ ରହିଛି ଏକ ପାର୍କ। ଏଠାରେ ଲୋକମାନଙ୍କୁ ବିନା ପୋଷାକରେ ବୁଲିବାକୁ ଦିଆଯାଇଥାଏ ଅନୁମତି। ଏହି ପାର୍କକୁ ‘ବୋଇସ୍‌ ଦି ବେଗେନ୍ସ’ କୁହାଯାଇଥାଏ। ବିନା ପୋଷାକରେ କିଭଳି ମାନସିକ ଶାନ୍ତି ମିଳିଥାଏ ତାହା ଅନୁଭବ କରିବା ପାଇଁ ଏହି ପାର୍କ ନିର୍ମାଣ କରାଯାଇଛି। ଲୋକ ଏଠାରେ ବିନା ପୋଷାକରେ ବୁଲୁଥିଲେ ମଧ୍ୟ କୌଣସି ଅପରାଧୀକ କାର୍ଯ୍ୟକଳାପ ଦେଖିବାକୁ ମିଳି ନ ଥାଏ। ପାର୍କ ସକାଳ ୮ଟାଠାରୁ ସନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ ଖୋଲା ରହିଥାଏ।

Share This Article
11 Comments