ଭୁବନେଶ୍ୱର: ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂ ତାଙ୍କର ହଜାର ହଜାର ସମର୍ଥକ ଉପସ୍ଥିତ ଆନୁଷ୍ଠାନିକ ଭାବରେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି। ଆଜି ଓଡ଼ିଶାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସିଥିବା ବେଳେ ସେ କଂଗ୍ରେସ ଛାଡି ଶଙ୍ଖ ଧରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାଉଲକେଲା ଠାରେ ସମାବେଶ କରୁଥିବା ବେଳେ ଯୋଗେଶ ସିଂହ ବିଜେଡିରେ ଯୋଗଦେବା କଂଗ୍ରେସ କର୍ମୀଙ୍କୁ ଶକ୍ତ ଧକ୍କା ଲାଗିଛି ବୋଲି ଆଲୋଚନା ହେଉଛି। ଭାରତର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ବିକାଶ ପୁରୁଷ ହେଉଛନ୍ତି ନବୀନ ପଟ୍ଟନାୟକ । ସେ ଜଣେ ଶୃଙ୍ଖଳିତ କର୍ମୀ ଭାବରେ ଦଳରେ କାର୍ଯ୍ୟ କରିବେ । ଆଗାମୀ ନିର୍ବାଚନରେ ସୁନ୍ଦରଗଡ଼ର ସମସ୍ତ ନିର୍ବାଚନ ମଣ୍ଡଳୀ ଯେପରି ବିଜେଡ଼ି ସପକ୍ଷରେ ଯିବ ସେନେଇ ସଙ୍କଳ୍ପ ନେଇଛନ୍ତି ଯୋଗେଶ । ଯୋଗେଶଙ୍କ ସହ ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀରୁ ତାଙ୍କ ସମର୍ଥକମାନେ ମଧ୍ୟ ବିଜେଡିରେ ସାମିଲ ହୋଇଥିଲେ । ବିଜେଡ଼ିରେ ଯୋଗେଶ ମିଶିବା ପରେ ତାଙ୍କ ଯୋଗଦାନ ସୁନ୍ଦରଗଡରେ ବିଜେଡିକୁ ମଜବୁତ୍ କରିବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।
ବିଜେଡିରେ ଯୋଗ ଦେଲେ ଯୋଗେଶ ସିଂ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
