ଭୁବନେଶ୍ୱର: ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂ ତାଙ୍କର ହଜାର ହଜାର ସମର୍ଥକ ଉପସ୍ଥିତ ଆନୁଷ୍ଠାନିକ ଭାବରେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି। ଆଜି ଓଡ଼ିଶାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସିଥିବା ବେଳେ ସେ କଂଗ୍ରେସ ଛାଡି ଶଙ୍ଖ ଧରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାଉଲକେଲା ଠାରେ ସମାବେଶ କରୁଥିବା ବେଳେ ଯୋଗେଶ ସିଂହ ବିଜେଡିରେ ଯୋଗଦେବା କଂଗ୍ରେସ କର୍ମୀଙ୍କୁ ଶକ୍ତ ଧକ୍କା ଲାଗିଛି ବୋଲି ଆଲୋଚନା ହେଉଛି। ଭାରତର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ବିକାଶ ପୁରୁଷ ହେଉଛନ୍ତି ନବୀନ ପଟ୍ଟନାୟକ । ସେ ଜଣେ ଶୃଙ୍ଖଳିତ କର୍ମୀ ଭାବରେ ଦଳରେ କାର୍ଯ୍ୟ କରିବେ । ଆଗାମୀ ନିର୍ବାଚନରେ ସୁନ୍ଦରଗଡ଼ର ସମସ୍ତ ନିର୍ବାଚନ ମଣ୍ଡଳୀ ଯେପରି ବିଜେଡ଼ି ସପକ୍ଷରେ ଯିବ ସେନେଇ ସଙ୍କଳ୍ପ ନେଇଛନ୍ତି ଯୋଗେଶ । ଯୋଗେଶଙ୍କ ସହ ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀରୁ ତାଙ୍କ ସମର୍ଥକମାନେ ମଧ୍ୟ ବିଜେଡିରେ ସାମିଲ ହୋଇଥିଲେ । ବିଜେଡ଼ିରେ ଯୋଗେଶ ମିଶିବା ପରେ ତାଙ୍କ ଯୋଗଦାନ ସୁନ୍ଦରଗଡରେ ବିଜେଡିକୁ ମଜବୁତ୍ କରିବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।
ବିଜେଡିରେ ଯୋଗ ଦେଲେ ଯୋଗେଶ ସିଂ
- Advertisement -
Stay Connected
Comment
- aviator_fgot on ବାଲେଶ୍ୱର ଜିଲ୍ଲା ପୁରୁବାଇ କନ୍ୟାଶ୍ରମରେ ଜିଲ୍ଲା ମଙ୍ଗଳକିମିଟି ଏବଂ କେନ୍ଦ୍ରୀୟଟିମ ପକ୍ଷରୁ ଚଢାଉ !
- Josephine on ମେଘାଳୟ ଶ୍ରମିକ ରେସ୍କ୍ୟୁ ଅପରେସନରେ ସହଯୋଗର ହାତ ବଢାଇଲା ଓଡିଶା !
- Terrancerem on ମୁଖ୍ୟମନ୍ତ୍ରୀ ଦେଖାଇଲେ ମାନବିକତା । ନିଜ ଗାଡି ପଛରେ ଦିବ୍ୟାଙ୍ଗ ଦୌଡୁଥିବାର ଦେଖି ଅଟକି ଗଲେ ନବୀନ,ତୁରନ୍ତ ସମସ୍ୟାର ସମାଧାନ ଲାଗି
- HarryDaump on Add swimming to your daily routine
- casino maquinas Tragamonedas Gratis España on ପୁଣି ଠକେଇ ଅଭିଯୋଗ ଅଡୁଆରେ ଅଭିନେତ୍ରୀ

Узнать больше здесь: https://perfumerio.ru/s/ex-nihilo-midnight-special/
Закажите G202 https://mismar74.ru/G202.html онлайн. Актуальные цены, наличие на складе, технические характеристики, выгодные условия покупки и быстрая доставка по всей России.
Пройдите комплексное лечение https://medprime-clinic.ru и диагностику в медицинском центре. Полный спектр обследований, консультации профильных специалистов, современные методы лечения, контроль состояния здоровья и индивидуальный подход на всех этапах медицинской помощи.