ଭୁବନେଶ୍ୱର: ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂ ତାଙ୍କର ହଜାର ହଜାର ସମର୍ଥକ ଉପସ୍ଥିତ ଆନୁଷ୍ଠାନିକ ଭାବରେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି। ଆଜି ଓଡ଼ିଶାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସିଥିବା ବେଳେ ସେ କଂଗ୍ରେସ ଛାଡି ଶଙ୍ଖ ଧରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାଉଲକେଲା ଠାରେ ସମାବେଶ କରୁଥିବା ବେଳେ ଯୋଗେଶ ସିଂହ ବିଜେଡିରେ ଯୋଗଦେବା କଂଗ୍ରେସ କର୍ମୀଙ୍କୁ ଶକ୍ତ ଧକ୍କା ଲାଗିଛି ବୋଲି ଆଲୋଚନା ହେଉଛି। ଭାରତର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ବିକାଶ ପୁରୁଷ ହେଉଛନ୍ତି ନବୀନ ପଟ୍ଟନାୟକ । ସେ ଜଣେ ଶୃଙ୍ଖଳିତ କର୍ମୀ ଭାବରେ ଦଳରେ କାର୍ଯ୍ୟ କରିବେ । ଆଗାମୀ ନିର୍ବାଚନରେ ସୁନ୍ଦରଗଡ଼ର ସମସ୍ତ ନିର୍ବାଚନ ମଣ୍ଡଳୀ ଯେପରି ବିଜେଡ଼ି ସପକ୍ଷରେ ଯିବ ସେନେଇ ସଙ୍କଳ୍ପ ନେଇଛନ୍ତି ଯୋଗେଶ । ଯୋଗେଶଙ୍କ ସହ ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀରୁ ତାଙ୍କ ସମର୍ଥକମାନେ ମଧ୍ୟ ବିଜେଡିରେ ସାମିଲ ହୋଇଥିଲେ । ବିଜେଡ଼ିରେ ଯୋଗେଶ ମିଶିବା ପରେ ତାଙ୍କ ଯୋଗଦାନ ସୁନ୍ଦରଗଡରେ ବିଜେଡିକୁ ମଜବୁତ୍ କରିବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।
ବିଜେଡିରେ ଯୋଗ ଦେଲେ ଯୋଗେଶ ସିଂ
- Advertisement -
Stay Connected
Comment
- Brandondup on ସଞ୍ଜୟ ଦାସବର୍ମା ହେଲେ ଯୋଜନା ବୋର୍ଡର ଉପାଧ୍ୟକ୍ଷ
- Brentlyday on ରାଜ୍ୟରେ ରେକର୍ଡ ଟେଷ୍ଟ: ୨୪ ଘଣ୍ଟାରେ ୩ ହଜାର ୫୩୫ ସାମ୍ପଲ ପରୀକ୍ଷଣ
- RichardGep on ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବ ବିରୋଧୀ !
- RichardGop on ୨-୦ ସିରିଜରେ ଭାରତୀୟ ମହିଳା ଆଗୁଆ !
- french Roulette Vip limit on ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଲା ନୂଆ ଦାୟିତ୍ୱ, ଦଳର ସାଂଗଠନିକ ସମ୍ପାଦକ ଭାବେ ହେଲେ ନିଯୁକ୍ତ

Узнать больше здесь: https://perfumerio.ru/s/ex-nihilo-midnight-special/
Закажите G202 https://mismar74.ru/G202.html онлайн. Актуальные цены, наличие на складе, технические характеристики, выгодные условия покупки и быстрая доставка по всей России.
Пройдите комплексное лечение https://medprime-clinic.ru и диагностику в медицинском центре. Полный спектр обследований, консультации профильных специалистов, современные методы лечения, контроль состояния здоровья и индивидуальный подход на всех этапах медицинской помощи.