ଆବୁଧାବି – ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ୨ୟ ଟେଷ୍ଟରେ ପାକିସ୍ତାନ ଅଧିନାୟକ ଅହମ୍ମଦ ସର୍ଫାରାଜ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମ୍ୟାଚ୍ର ୩ୟ ଦିବସରେ ତାଙ୍କ ମୁଣ୍ଡରେ ବଲ ବାଜିଥିଲା। ଏହାପରେ ତାଙ୍କୁ ପଡ଼ିଆ ବାହାରକୁ ନିଆଯିବା ପରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍କାନ କରାଯିବା ପରେ ଡାକ୍ତରଙ୍କ ନିରକ୍ଷଣରେ ରଖା ଯାଇଛି। ଏଥିଯୋଗୁ ସେ ୪ର୍ଥ ଦିବସରେ ଫିଲ୍ଡକୁ ଯାଇ ନ ଥିଲେ। ଏଣୁ ତାଙ୍କ ବଦଳରେ ଅସଦ ସାଫିକ ଦଳର ନେତୃତ୍ୱ ନେଇଥିବାବେଳେ ମହମ୍ମଦ ରିଜଓ୍ବାନ ଉଇକେଟକିପିଂ ଦାୟିତ୍ୱ ନେଇଥିଲେ। ଉଲ୍ଲେଖଥାଉ କି, ସର୍ଫାରାଜ ୮୧ ରନ୍ କରି ବ୍ୟାଟିଂ କରୁଥିବାବେଳେ ଗୁରୁବାର ଅଷ୍ଟ୍ରେଲିଆ ପେସର ପିଟର ସିଡ୍ଲଙ୍କ ବାଉନ୍ସର ତାଙ୍କ ହେଲମେଟରେ ବାଜିଥିଲା।
ମେଡିକାଲରେ ସର୍ଫରାଜ
Leave a Comment
Leave a Comment
- Advertisement -
Stay Connected
Comment
- Finnser on ଡସେମ୍ବର ୧୮ରେ ବିକ୍ରି ହେବେ କ୍ରକେଟ୍ ଖେଳାଳି !
- Chancebum on କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା : ଦିଲ୍ଲୀ ଗଲା ପିଇସିରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
- Randallnut on ଭାଗ ନଛିଡ଼ିବରୁ ପିଟା ପିଟି !
- aviator_taPa on ଭାଜପାକୁ ଝଟକା: ରାଜ୍ୟ ଉପସଭାପତି ରାଜକିଶୋର ଦାସ ଛାଡ଼ିଲେ ଦଳ
- chicken-road_wgMl on ଭାରତ-ବେଲଜିୟମ ମ୍ୟାଚ୍ ଡ୍ର !
