ବାଲେଶ୍ୱର ; ଅଚାନକ ଭାବରେ ରେଡ କଲା ଅବକାରୀ ବିଭାଗ । ସୋର ପୋଲିସକୁ ମିଳିଲା ବଡ ସଫଳତା । ବାଲେଶ୍ୱର ଜିଲ୍ଲା ସ୍ୁର ଅଞ୍ଚଳରୁ ୧୭କେଜିରୁ ଅଧିକ ଗଞ୍ଜେଇ ଜବତ କଲା ପୋଲିସ । ଅଭିଯୁକ୍ତ ଛୁଟା ଗୁପ୍ତା ଓ ଜେଲିଜା ବେଗମଙ୍କ ନିକଟରୁ ଜବତ କରାଯାଇଛି । ସୂଚନା ଅନୁ୍ଯାୟୀ , ସୁଦୂର କଲିକତାରୁ ଟ୍ରେନ ଦ୍ୱାରା ଗଞ୍ଜେଇ ଚାଲାଣ ହେଉଥିଲା ଦୀର୍ଘଦିନ ଧରି ସୋର ଅଞ୍ଚଳରେ ଚୋରା ବ୍ୟବସାୟ ଚାଲିଥିବା ବେଳେ କେହି କିପରି ଜାଣିପାରୁନଥିଲେ ସେନେଇ ସାଧାରଣରେ ପ୍ରଶ୍ନ ଉଠୁଛି ।
୧୭କେଜି ଗଞ୍ଜେଇ ଜବତ ୨ ଗିରଫ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
