ଭୁବନେଶ୍ୱର: ଗତ କିଛି ଦିନ ହେବ କଂଗ୍ରେରେ ଫେଡ଼ାଣ ପର୍ବ ଚାଲିଥିବା ବେଳେ ଆଜି ଏହାର ଅନ୍ତ ଘଟିଛି । ବିଧାୟକ ନବ ଦାସ , ସୁନ୍ଦରଗଡ଼ ବିଧାୟକ ଯୋଗେସ ସିଂ , କୃର୍ଷ୍ଣ ଚନ୍ଦ୍ର ସରଗରିଆ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଦଳ ବିରୋଧି କାର୍ଯ୍ୟ ପାଇଁ ବହିଷ୍କାର ହୋଇଥିଲେ । ଏହି ପରି ଭାବରେ ଫେଡ଼ାଣ ପର୍ବ ଚାଲିଥିବା ବେଳେ ଆଜି ଯାଜପୁର ଜଣେ ଯୁବ ନେତା କଂଗ୍ରେସର ଯୋଗ ଦେଇଛନ୍ତି । ଏହି ବିଜେଡିର ଯୁବନେତା ଆଲୋକ ବେହେରା ପୂର୍ବରୁ ବ୍ଲକ୍ ଚେୟାରମ୍ୟାନ୍ ଓ କାଉଁସିଲର ଭାବେ ବିଜୟ କରି ନିଜର ପରିଚୟ ସୃଷ୍ଟି କରିଥିଲେ । କିନ୍ତୁ ଦଳରେ ନିଜକୁ ଅସୁରକ୍ଷିତ ମନେକରି ଦଳ ଛାଡ଼ିଥିବା ନିଜ ପ୍ରତିକ୍ରିୟାରେ ରଖିଛନ୍ତି । ଏହା ସହ ନବୀନଙ୍କ ନୀତି ଆଦର୍ଶରେ କିଛି ନେତାମାନେ ଦୁର୍ନୀତି କରୁଥିବା ଅଭିଯୋଗ ଆଣିଛନ୍ତି । ତେବେ ଯୁବନେତା ଆଲୋକ ବେହେରା କଂଗ୍ରେସରେ ଯୋଗ ଦେବା ସହ ତାଙ୍କ ସମର୍ଥକମାନେ ଯୋଗ ଦେଇଛନ୍ତି ।
କଂଗ୍ରେସରେ ସରିଗଲା ଫେଡ଼ାଣ ପର୍ବ; ଆସିଲା ମିଶାଣ ପର୍ବ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
