ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ । ଆପୋଲର ୫ମ ତାଲରେ ସଟସର୍କିଟ୍ ଯୋଗୁ ଧୂଆଁ ଚାରିଆଡେ ଖେଳିଯାଇଥିଲା । ତେବେ ଏହି ଧୂଆଁକୁ ଦେଖି ହସ୍ପିଟାଲ କର୍ତ୍ତୃପକ୍ଷ ଓ ସେଠାରେଥିବା ରୋଗିଙ୍କ ସର୍ମ୍ପକୀୟ ଭୟଭିତ ହୋଇପଡିଥିଲେ । ଉକ୍ତ ସମୟରେ ଆପୋଲୋ କର୍ତ୍ତୃପକ୍ଷ ତୁରନ୍ତ ସେହି ମହଲାର ପେସେଣ୍ଟମାନଙ୍କୁ ସେଠାରୁ ସ୍ଥାନାନ୍ତର କରି ସଙ୍ଗେସଙ୍ଗେ ସେଠାରେଥିବା ଆଇସିୟୁ ପେସେଣ୍ଟକୁ ଆମରି, କଳିଙ୍ଗ ଭଳି ପ୍ରାଇଭେଟ ହସ୍ପିଟାଲକୁ ପଠାଇଥିଲେ । ପରେ ସେଠାରେ ଅଗ୍ନିଶମ ବିଭାଗ ସୂଚନା ପାଇଁ ତୁରନ୍ତ ପହଞ୍ôଚ ସଟସର୍କିଟ ହୋଇଥିବା ସ୍ଥାନକୁ ଆୟତ କରିଥିଲେ । ଏବଂ କେଉଁ କାରଣରୁ ଏଠାରେ ସଟସର୍କିଟ ହୋଇଥିବା ନେଇ ଭୁବନେଶ୍ୱର ପୁଲିସ୍ ଏହାର ତଦନ୍ତ କରୁଛି ।
ଆପୋଲୋରେ ଅଗ୍ନିକାଣ୍ଡ !
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
