ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ । ଆପୋଲର ୫ମ ତାଲରେ ସଟସର୍କିଟ୍ ଯୋଗୁ ଧୂଆଁ ଚାରିଆଡେ ଖେଳିଯାଇଥିଲା । ତେବେ ଏହି ଧୂଆଁକୁ ଦେଖି ହସ୍ପିଟାଲ କର୍ତ୍ତୃପକ୍ଷ ଓ ସେଠାରେଥିବା ରୋଗିଙ୍କ ସର୍ମ୍ପକୀୟ ଭୟଭିତ ହୋଇପଡିଥିଲେ । ଉକ୍ତ ସମୟରେ ଆପୋଲୋ କର୍ତ୍ତୃପକ୍ଷ ତୁରନ୍ତ ସେହି ମହଲାର ପେସେଣ୍ଟମାନଙ୍କୁ ସେଠାରୁ ସ୍ଥାନାନ୍ତର କରି ସଙ୍ଗେସଙ୍ଗେ ସେଠାରେଥିବା ଆଇସିୟୁ ପେସେଣ୍ଟକୁ ଆମରି, କଳିଙ୍ଗ ଭଳି ପ୍ରାଇଭେଟ ହସ୍ପିଟାଲକୁ ପଠାଇଥିଲେ । ପରେ ସେଠାରେ ଅଗ୍ନିଶମ ବିଭାଗ ସୂଚନା ପାଇଁ ତୁରନ୍ତ ପହଞ୍ôଚ ସଟସର୍କିଟ ହୋଇଥିବା ସ୍ଥାନକୁ ଆୟତ କରିଥିଲେ । ଏବଂ କେଉଁ କାରଣରୁ ଏଠାରେ ସଟସର୍କିଟ ହୋଇଥିବା ନେଇ ଭୁବନେଶ୍ୱର ପୁଲିସ୍ ଏହାର ତଦନ୍ତ କରୁଛି ।
ଆପୋଲୋରେ ଅଗ୍ନିକାଣ୍ଡ !
- Advertisement -
Stay Connected
Comment
- GeorgeVak on ୟୁଥ ଅଲିମ୍ପିକ୍ସ ହକି: ସହଜ ବିଜୟ ସହ ମହିଳା ଭାରତୀୟ ଦଳର ଅଭିଯାନ
- BrianRef on ୟୁଥ ଅଲିମ୍ପିକ୍ସ ହକି: ସହଜ ବିଜୟ ସହ ମହିଳା ଭାରତୀୟ ଦଳର ଅଭିଯାନ
- JeremyZes on ଆଜିର ରାଶିଫଳ
- StevenNoM on ୟୁଥ ଅଲିମ୍ପିକ୍ସ ହକି: ସହଜ ବିଜୟ ସହ ମହିଳା ଭାରତୀୟ ଦଳର ଅଭିଯାନ
- Ralphundum on ଆଜିର ରାଶିଫଳ

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Casino vavada zyskuje pozytywne opinie dzięki różnorodnej ofercie obejmującej sloty, gry stołowe oraz turnieje z evolution gaming. Kasyno online oferuje bonus powitalny, darmowe spiny i bonusy oraz kody promocyjne dla nowych graczy. Obsługa klienta gaming działa sprawnie, a gracze mogą wziąć udział w promocjach dostępnych na vavada pl.