ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ କାମୟାବ ଟିଭିର ପ୍ରତିନିଧିଙ୍କୁ ଆକ୍ରମଣ ମାମଲାରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତର ନାଁ ସୂର୍ଯ୍ୟକାନ୍ତ ମଲ୍ଲିକ ଗତ ଜାନୁୟାରୀ ୩୦ ତାରିଖରେ ଗଣମାଧ୍ୟମ ପ୍ରତିନିଧି କୁମାରେଶ ନାୟକଙ୍କୁ ରାଜରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମରାନ୍ତକ ଆକ୍ରମଣ କରିଥିଲା । ଏକ ଅପହରଣ ମାମଲାରେ ଖବର ପ୍ରସାରଣକୁ ନେଇ ଏପରି ଆକ୍ରମଣ କରିଥିଲା ଅଭିଯୁକ୍ତ । ଯାହାକୁ ନେଇ ସାରା ଜିଲ୍ଲାରେ ତୁମ୍ଭିତୋଫାନ ସୃଷ୍ଟି ହେବା ସହ ଅଭିଯୁକ୍ତକୁ ଗିରଫ ଦାବିରେ ଭିନ୍ନ ଭିନ୍ନ ଜାଗାରେ ଆନ୍ଦୋଳନ ବିକ୍ଷୋଭ ହୋଇଥିଲା । ଅଭିଯୁକ୍ତ ସୂର୍ଯ୍ୟକାନ୍ତ ବିଦେଶ ଯିବାକୁ ଉଦ୍ୟମ କରୁଥିବା ବେଳେ ଆଜି ପୋଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିବାରେ ସଫଳ ହୋଇଛି ।
ସାମ୍ବାଦିକଙ୍କୁ ଆକ୍ରମଣ କରି ବିଦେଶ ଯିବା ଉଦ୍ୟମ ପଣ୍ଡ; ପୋଲିସ କରିନେଲା କାବୁ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
