ନୂଆଦିଲ୍ଲୀ: ଆଜି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ମୋଦି ସରକାରଙ୍କ ସଂସଦରେ ଶେଷ ବଜେଟ ଘୋଷଣା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ବଜେଟ ସାଧାରଣ ଲୋକଙ୍କୁ ସୁହାଇଲା ଭଳି ବଜେଟ ପ୍ରସ୍ତୁତି କରିଥିବା ଯୁକ୍ତି କରିଥିବା ବେଳେ ଏହାକୁ ବିରୋଧି ମାନିବାକୁ ନାରାଜ ହୋଇଛନ୍ତି । ଦେଶରେ ସ୍ୱାସ୍ଥ୍ୟ ବଜେଟରେ ପୂର୍ବପରି କଛି ଚମକ ନଥିବା ଜଣାପଡ଼ିଛି । ସେଇ ପୁରୁଣା ବୋତଲରେ ମଦ ନୂଆ ପୁରାଇ ସିଲ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ମନ୍ତ୍ରୀ କରିଛନ୍ତି ବର୍ତମାନ ଦେଶରେ ୨୧ଟି ଏମ୍ସରେ ଲୋକମାନେ ଉପକୃତ ପାଉଛନ୍ତି । ୨୦୧୪ ମସିହାରେ ମୋଦି ସରକାର ଦେଶରେ ୧୪ଟି ଏମ୍ସ ମେଡ଼ିକାଲ ପ୍ରତିଷ୍ଠା କରିଛନ୍ତି । ତେବେ ୨୨ତମ ଏମ୍ସ ହରିୟାନାରେ ପ୍ରତିଷ୍ଠା ହେବା କଥା ସରକାର ଘୋଷଣା କରିଛନ୍ତି । ତେବେ ଦେଶରେ ମେଡ଼ିକାଲ କଲେଜ ଖୋଲିବାରେ ରାଜ୍ୟ ଠାରୁ କେନ୍ଦ୍ର ସରକାର ବ୍ୟସ୍ଥ କିନ୍ତୁ ବାସ୍ତବ ସ୍ଥିତି ଓଲଟା । ଦେଶରେ ବିଗିଡ଼ି ଯାଇଛି ସ୍ୱାସ୍ଥ୍ୟବସ୍ଥା । ଗରିବ ଲୋକ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହୋଇ ଜୀବନ ହାରୁଛି । ବର୍ଷ ପରେ ବର୍ଷ ସରକାର ସ୍ୱାସ୍ଥ୍ୟ ବଜେଟ୍ ହ୍ରାସ କରୁଛନ୍ତି । ଦିନକୁ ଦିନ ଜୀବନରକ୍ଷାକାରୀ ଓøଷଧ ମୂଲ୍ୟ ବୃନ୍ଧି ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଟି କୋଟି ଡ଼ାକ୍ତର ପଦବୀ ଫାଙ୍କା ପଡ଼ିଛି । ଏପରି ସମୟରେ ସରକାର ମେଡ଼ିକାଲ କଲେଜ ଖୋଲୁଥିଲେ ମଧ୍ୟ ଡ଼ାକ୍ତର ନିଯୁକ୍ତି କ୍ଷେତ୍ରରେ ବିଫଳ ହୋଇଛନ୍ତି । ଯାହାଦ୍ୱାରା ସାଧାରଣ ଲୋକ ସ୍ୱାସ୍ଥ୍ୟସେବାରୁ ବଂଚିତ ହେଉଥିବା ଜଣାପଡ଼ିଛି । କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନାରେ ୧୦ଲକ୍ଷ ରୋଗୀଙ୍କୁ ମାଗଣା ଚିକିତ୍ସା ଦେଇଥିବା ପ୍ରକାଶ କରିଥିବା ବେଳେ ଆମ ରାଜ୍ୟ ଏହାକୁ କାର୍ଯ୍ୟକାରୀ ହୋଇନାହିଁ ।
ମୋଦୀ ସରକାରଙ୍କ ସ୍ୱାସ୍ଥ୍ୟ ବଜେଟ; ମଦ ନୂଆ ବୋତଲ ପୁରୁଣା !
- Advertisement -
Stay Connected
Comment
- kyhni SPb_wket on ନୂଆ ବର୍ଷରେ ବିଦାୟ ନେଲେ କମେଡି କିଙ୍ଗ କାଦର ଖାନ୍ !
- Angelcerry on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
- kyhni SPb_ogSn on ନିୟମ ଭାଙ୍ଗିଲେ ପୋଲିସ ବାବୁ । ପରିବାର ସହ ଶ୍ରୀମନ୍ଦିରରେ କଲେ ପ୍ରବେଶ
- PaxtonSmive on ଆଜିର ରାଶିଫଳ
- Wilsonneeks on ଯୁଦ୍ଧ ବିମାନ ଜାଗୁଆରରେ ଲାଗିଲା ନିଆଁ !

лента бандажная стальная лента стальная купить
Последние изменения: https://buy-similarwebtraffic.com
дизайнерские люстры бра настенные дизайнерские
организация свадьбы ключ заказать свадьбу москва
агентство по организации свадеб организация дня свадьбы
номер телефона стоматологии стоматология платные услуги
Делаешь ставки? ставки на mma аналитика поединков, прогнозы, коэффициенты букмекеров и разборы боев. Следите за предстоящими турнирами, статистикой бойцов и делайте ставки на главные события мира единоборств.
Быстрая профессиональная установка камер видеонаблюдения для квартир, домов, офисов и коммерческих объектов. Проектирование, монтаж и настройка систем безопасности, удалённый доступ, запись видео и контроль в реальном времени. Надёжные решения для защиты имущества и контроля территории.