ଭୁବନେଶ୍ୱର: ଆମ ଆଦମୀ ପାର୍ଟିର ସୁପ୍ରିମୋ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସନ୍ତା ଜାନୁୟାରୀ ୩୧ତାରିଖରେ ଓଡ଼ିଶା ଆସୁଛନ୍ତି । ଏନେଇ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଗଣମାଧ୍ୟମ ନିକଟରେ ସୂଚନା ଦେଇଛନ୍ତି । ସେହିଦିନ ରାଜଧାନୀ ଲୋୟର ପିଏମଜିରେ ଏକ ସାମାଜିକ ନ୍ୟାୟ ଅଭିଯାନ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ କରିଛି । ଏହା ସହ ସନ୍ଧ୍ୟାରେ ସ୍ଥାନୀୟ ବୁଦ୍ଧିଜୀବୀ ଲୋକଙ୍କ ସହ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି । ଯାହାକୁ ନେଇ ରାଜଧାନୀରେ ହଜାର ହଜାର ସଂଖ୍ୟାରେ କର୍ମୀ ଓ ନେତା କାର୍ଯ୍ୟକ୍ରମରେ ଯୋଗ ଦେବେ । ଯାହାକୁ ନେଇ କର୍ମୀ ମହଲରେ ଉତ୍ସାହ ଉଦ୍ଦିପନା ଦେଖିବାକୁ ମିଳୁଛି ।
ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
Aam Aadmi Party leader Arvind Kejriwal at a public meeting at Sagarpur in Dwarka in Delhi on Jan 25th 2015. Express photo by Ravi Kanojia.
You Might Also Like
1 Comment
1 Comment
Leave a Reply Cancel reply
- Advertisement -
Stay Connected
Comment
- tetracycline 500mg capsules on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- diflucan for yeast uti on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା
- linezolid 600 mg tablet on ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ
- mirtazapine 15 mg tablet price on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା
- meloxicam for dogs on ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.